Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ସଦସ୍ୟ ଅଭିଯାନ ପରେ ସଂଗଠନର ନିର୍ବାଚନ ହେବ : ଭୁପେନ୍ଦ୍ର ଯାଦବ
ଆଜିର ଖବର

ନୂତନ ସଦସ୍ୟ ଅଭିଯାନ ପରେ ସଂଗଠନର ନିର୍ବାଚନ ହେବ : ଭୁପେନ୍ଦ୍ର ଯାଦବ

June 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ପ୍ରେଦଶ ପ୍ରମୁଖ ସମେତ ଦଳର ବରିଷ୍ଠ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଯାଙଇଛି । ଏହି ବୈଠକରେ ବିଜେପି ନେତା ଭୁପେନ୍ଦ୍ର ଯାଦବ ମଧ୍ୟ ସାମିଲ୍‌ ରହିଥିଲେ । ଅମିତ୍‌ ଶାହାଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇବା ପରେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ପଦ ପାଇଁ ଭୁପେନ୍ଦ୍ର ଯାଦବଙ୍କ ନାମ ସର୍ବାଗ୍ରେ ରହିଛି । ତେବେ ଏହାକୁ ନେଇ ଭୁପେନ୍ଦ୍ର କହିଛନ୍ତି ଯେ,‘ସଦ୍ୟସତା ଅଭିଯାନ ସମାପ୍ତ ହେବା ପରେ ସଂଗଠନର ନିର୍ବାଚନ ଆୟୋଜିତ କରାଯିବ ।’ ଆହୁରି ମଧ୍ୟ ଭୁପେନ୍ଦ୍ର କହିଛନ୍ତି ଯେ, ନୂତନ ସଦସ୍ୟ ଅଭିଯାନ ଆରମ୍ଭ କରାଯାଇଛି, ଏଥିପାଇଁ ଶିବରାଜ ଚୌହ୍ବାନଙ୍କୁ ସଦସ୍ୟତା ଅଭିଯାନର ସଂଯୋଜକ ରୂପେ ନିଯୁକ୍ତି କରାଯାଇଛି ।  ଶିବରାଜଙ୍କ ସହିତ ଦୁଷ୍ମନ୍ତ ଗୌତମ, ସୁରେଶ ପୂଜାରୀ, ଅରୁଣ ଚତୁର୍ବେଦୀ, ଶୋଭା ସୁରେନ୍ଦ୍ରନ୍‌ ପ୍ରମୁଖ ସହ ସଂଯୋଜକ ଭୂମିକାରେ ରହିଛନ୍ତି । ୨୦୧୪ ପରେ ବିଜେପିର ସଦସ୍ୟ ସଂଖ୍ୟା ୧୧ କୋଟିରେ ପହଞ୍ଚିଛି ବୋଲି ଭୁପେନ୍ଦ୍ର କହିଛନ୍ତି । ଏହି ବୈଠକରେ ପୂର୍ବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଶିବରାଜ ସିଂହ ଚୌହ୍ବାନ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ମହାସଚିବ କୈଳାସ ବିଜୟବର୍ଗୀୟ, ଭୁବେପନ୍ଦ୍ର ଯାଦବ ଓ ଜେପି ନଡ୍ଡାଙ୍କ ସହିତ ବିଜେପିର ବିଭିନ୍ନ ପ୍ରଦେଶର ପ୍ରମୁଖ ମାନେ ଉପସ୍ଥିତ ରହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.