Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପିଏ-2 ସରକାର ପାଇଁ ବିଳମ୍ବିତ ହେଲା ଇସ୍ରୋର ଚନ୍ଦ୍ରଯାନ-2 ପ୍ରକଳ୍ପ
ଆଜିର ଖବର

ୟୁପିଏ-2 ସରକାର ପାଇଁ ବିଳମ୍ବିତ ହେଲା ଇସ୍ରୋର ଚନ୍ଦ୍ରଯାନ-2 ପ୍ରକଳ୍ପ

June 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
second lunar mission 'Chandrayan-2'
second lunar mission 'Chandrayan-2'

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଚନ୍ଦ୍ରଯାନ-2 ର ଉତ୍‌କ୍ଷେପଣ ତାରିଖ ସ୍ଥିର କରାଯାଇଛି । ଏହା ଉପରେ ନିଜର ମତ ରଖିଛନ୍ତି ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍‌ ଜି ମାଧବନ୍‌ ନାୟାର । ଏହି ପ୍ରକଳ୍ପ 2012ରେ ଆରମ୍ଭ ହେବାର ଥିଲା ମାତ୍ର ତତ୍କାଳୀନ ୟୁପିଏ-2 ସରକାର ସହିତ ମତାମତ ଅଲଗା ହେବାରୁ ଏହି ପ୍ରକଳ୍ପ ଆଗେଇ ପାରିନଥିଲା ବୋଲି ଶୁକ୍ରବାର କହିଛନ୍ତି ନାୟାର । ନାୟାର କହିଛନ୍ତି କି, 2009ରେ ଚନ୍ଦ୍ରଯାନ-1 ଉତ୍‌କ୍ଷେପଣ ହୋଇଥିଲା ଏବଂ 2012ରେ ଏହା ଉତ୍‌କ୍ଷେପଣ ହେବାର ଥିଲା । ୟୁପିଏ-2 ସରକାରଙ୍କ ସହିତ ଭିନ୍ନ ମତ ହେବାରୁ ଏହା ଆଗେଇ ପାରିନଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ମହାକାଶ ବିଜ୍ଞାନକୁ ସର୍ବାଧିକ ସୁଯୋଗ ମିଳିଥିଲା । ସନ୍ତୋଷ ଶିବନଙ୍କ ନେତୃତ୍ବରେ ଇସ୍ରୋ ବଢିଆ ପ୍ରଦର୍ଶନ କରୁଛି ଏବଂ ଆଗାମୀ କିଛି ମାସ ମଧ୍ୟରେ ଏହା ସଫଳତାର ଶିଖର ଛୁଇଁବ ବୋଲି ନାୟାର କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ନିଶ୍ଚିତ ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026
Latest News

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.