Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାରର ଏନଡିଏ ସରକାରରେ ମନ୍ତ୍ରିମଣ୍ଡଳରେ ସାମିଲ ନୀତୀଶ କୁମାରଙ୍କ ସମେତ ୯ ନାମ, କେଉଁ ଦଳର କେତେ ମନ୍ତ୍ରୀ?
ଆଜିର ଖବର

ବିହାରର ଏନଡିଏ ସରକାରରେ ମନ୍ତ୍ରିମଣ୍ଡଳରେ ସାମିଲ ନୀତୀଶ କୁମାରଙ୍କ ସମେତ ୯ ନାମ, କେଉଁ ଦଳର କେତେ ମନ୍ତ୍ରୀ?

January 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୀତିଶ କୁମାର
ବିହାର: ଆସନ୍ତାକାଲି ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ

ପାଟନା: ବିହାରର ନୂତନ ଏନଡିଏ ସରକାରରେ ମନ୍ତ୍ରୀଙ୍କ ନାମ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୋଟ ନଅ ନାମକୁ ଅନୁମୋଦନ କରାଯାଇଛି। ଏହି ମେଣ୍ଟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ପକ୍ଷରୁ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ବିଜେପିର ଡକ୍ଟର ପ୍ରେମ କୁମାର, ଜେଡିୟୁରୁ ବିଜୟ କୁମାର ଚୌଧୁରୀ, ଶ୍ରବଣ କୁମାର, ​​ବିଜେନ୍ଦ୍ର ଯାଦବ, ନିର୍ଦ୍ଦଳୀୟରୁ ସୁମିତ କୁମାର ସିଂ ଏବଂ ‘ହମ୍’ର ସାନ୍ତୋଷ କୁମାର ସୁମନଙ୍କ ନାମ ନୂତନ କ୍ୟାବିନେଟ ତାଲିକାରେ ସ୍ଥାନ ପାଇଛି।

ଏନଡିଏ ସରକାରରେ ଏହା ହେଉଛି ନୂଆ ସମୀକରଣ:

ବିହାର ରାଜନୀତି ପୁଣି ଥରେ ନୂଆ ମୋଡ଼ ନେଇଛି। ନୀତୀଶ କୁମାର ଏନଡିଏରେ ଯୋଗ ଦେଇଛନ୍ତି। ଏହା ସହିତ ବର୍ତ୍ତମାନ ସବୁକିଛି ସ୍ପଷ୍ଟ ଦେଖାଯାଉଛି। ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରୁଥିବା ଏହି ନୂତନ ସରକାରରେ ମଧ୍ୟ କ୍ୟାବିନେଟ ଘୋଷଣା କରାଯାଇଛି। ଏହି ମନ୍ତ୍ରିମଣ୍ଡଳର ନୂତନ ସମୀକରଣରେ ନୀତୀଶଙ୍କ ବ୍ୟତୀତ ଜେଡିୟୁରେ ତିନିଜଣ ମନ୍ତ୍ରୀ ଏବଂ ବିଜେପି ତିନିଜଣ ମନ୍ତ୍ରୀ ପାଇଛନ୍ତି। ଏହା ବ୍ୟତୀତ ଏନଡିଏରେ ଅନ୍ତର୍ଭୁକ୍ତ ‘ହମ୍’ କୁ ମଧ୍ୟ ଗୋଟିଏ ସ୍ଥାନ ମିଳିଛି ଏବଂ ଏକମାତ୍ର ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି।

bihar NDA nitish cabinet nitish kumar Patna
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

November 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

November 12, 2026

U-19 ଏସିଆ କପ୍ ଫାଇନାଲରେ ଭାରତ: ପାକିସ୍ତାନ ସହ ମୁକାବିଲା

November 12, 2026

ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ

November 12, 2026
Latest News

AI ଦୁନିଆରେ ହଲଚଲ୍: Nvidia CEO ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ନେଇ ବଡ଼ ଦାବି!:

November 12, 2026

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

November 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

November 12, 2026

U-19 ଏସିଆ କପ୍ ଫାଇନାଲରେ ଭାରତ: ପାକିସ୍ତାନ ସହ ମୁକାବିଲା

November 12, 2026

ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.