Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଡାକ୍ତର ଆକ୍ରମଣ ମାମଲା : ଆସନ୍ତାକାଲି ହୋଇପାରେ ଶୁଣାଣି
ଆଜିର ଖବର

ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଡାକ୍ତର ଆକ୍ରମଣ ମାମଲା : ଆସନ୍ତାକାଲି ହୋଇପାରେ ଶୁଣାଣି

June 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗର ଡାକ୍ତର ଆକ୍ରମଣ ମାମଲା ଏବେ ସୁପ୍ରିମ୍‌କୋର୍ଟରେ। ସୁପ୍ରିମ୍‌କୋର୍ଟ ସରକାରୀ ହସ୍ପିଟାଲର ଡାକ୍ତରଙ୍କ ସୁରକ୍ଷା ସମ୍ବନ୍ଧିତ ଯାଚିକା ଉପରେ ଆସନ୍ତା କାଲି ଶୁଣାଣୀ କରିବେ। ପଶ୍ଚିମବଙ୍ଗର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ପରେ ଏହି ଯାଚିକା ଦାଏର କରାଯାଇଥିଲା। ପଶ୍ଚିମଙ୍ଗବରେ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଏବେ ସପ୍ତମ ଦିନରେ ପହଞ୍ଚିଛି। ଡାକ୍ତରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆନ୍‌ ମେଡ଼ିକାଲ୍‌ ଆସୋସିଏସନ୍‌ ମଧ୍ୟ ଆଜି ୨୪ ଘଣ୍ଟିଆ ଧର୍ମଘଟ କରିଛି। ଏପରି ହିଂସା ସୃଷ୍ଟିକାରୀ ଦୋଷୀଙ୍କ ବିରୋଧରେ ଦଣ୍ଡ ପ୍ରାବଧନକୁ କେନ୍ଦ୍ରୀୟ କାନୁନ୍‌ରେ ସାମିଲ୍‌ କରାଇବା ସହିତ ଏହି ସମ୍ପର୍କିତ ଆଇପିସି ଓ ସିଆରପିସିରେ ଉପଯୁକ୍ତ ସଂଶୋଧନ କରାଯିବା ଉପରେ ଦାବି କରିଛନ୍ତି ଡାକ୍ତର ସମୂହ। କେବଳ ପଶ୍ଚିମବଙ୍ଗରେ ନୁହେଁ, ଦେଶର ଭିନ୍ନ ଭିନ୍ନ ଜାଗାରେ ଏହାକୁ ପ୍ରତିବାଦ ଓ ନାରାବାଜି ଲାଗି ରହିଛି। ତେବେ ଡାକ୍ତରଙ୍କ ଏପରି ବିରୋଧ ପ୍ରଦର୍ଶନ ସିଧାସଳଖ ରୋଗୀଙ୍କ ଉପରେ ପଡୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Latest News

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.