ଭୁବନେଶ୍ବର: ବର୍ତ୍ତମାନ ଭୋଟ ଗଣତି ଟ୍ରେଣ୍ଡ ଅନୁସାରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପଥରେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି। ବର୍ତ୍ତମାନ ଭୋଟ ଗଣତିରୁ ବିଜେପି ଆଗରେ ରହିଥିବା ବେଳେ ବିଜେଡି ପଛରେ ପଡିଛି। ଗଣତି ଅନୁସାରେ ବିଜେପି- 78 ବିଜେଡି- 54 କଂଗ୍ରେସ- 11 ଅନ୍ୟାନ୍ୟ- 03 Odisha Election 2024 ଓଡିଶା ନିର୍ବାଚନ 2024 ଓଡିଶା ଭୋଟ ଗଣତି ଭୋଟ ଗଣତି