![](https://thesamikhsya.com/odia/wp-content/uploads/2024/06/delet-35.jpg)
ଭୁବନେଶ୍ବର: ଯାଜପୁର ଲୋକସଭାରେ ବିଜେଡି ପ୍ରାର୍ଥୀ ଶର୍ମୀଷ୍ଠା ସେଠୀ ଆଗୁଆ ଅଛନ୍ତି। ସେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରୟଣ ବେହେରାଙ୍କଠାରୁ ୪ ହଜାର ୮୯୫ ଭୋଟ ଆଗରେ ଅଛନ୍ତି।
ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ…
୧- ଅନିତା ଶୁଭଦର୍ଶିନୀ, ବିଜେପି- ୩, ୪୩,୫୨୯
୨- ରଞ୍ଜିତା ସାହୁ, ବିଜେଡି- ୩, ୩୮,୬୩୪