Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ପୁରୀରେ ଆଡପ ମଣ୍ଡପ ବିଜେ ବେଳେ ବଡ ଅଘଟଣ, ଚାରମାଳ ଉପରେ ଖସିପଡିଲେ ବଡ ଠାକୁର
RathJatra

ପୁରୀରେ ଆଡପ ମଣ୍ଡପ ବିଜେ ବେଳେ ବଡ ଅଘଟଣ, ଚାରମାଳ ଉପରେ ଖସିପଡିଲେ ବଡ ଠାକୁର

July 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀରେ ଆଡପ ମଣ୍ଡପ ବିଜେ ବେଳେ ବଡ ଅଘଟଣା, ଚାରମାଳ ଉପରେ ଖସିପଡିଲେ ବଡ ଠାକୁର

ପୁରୀ: ଆଜି ରଥଯାତ୍ରାରେ ବଡ ଅଘଟଣ ପରିଲକ୍ଷିତ ହୋଇଛି। ଆଜି ସଂଧ୍ୟାରେ ତିନିଠାକୁର ଆଡପ ମଣ୍ଡପ ବିଜେ ବେଳେ ଏହି ଅଘଟଣ ଘଟିଛି। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଛନ୍ତି। ସେବାୟତଙ୍କ ଉପରେ ପ୍ରଭୃ ମାଡିବସିବାରୁ କେତେକ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଛି।

ଘଟଣାରୁ ଜଣାପଡିଛି ଯେ, ସେବାୟତମାନେ ରଥ ଉପରୁ ପ୍ରଭୃ ବଳଭଦ୍ରଙ୍କୁ ଆଡପ ମଣ୍ଡପକୁ ବିଜେ କରାଉଥିଲେ। ସେମାନେ ରଥ ଉପରୁ ପହଣ୍ଡି କରି ଚାରମାଳ ଉପରକୁ ଆଣିଥିଲେ। ଏହାପରେ ପ୍ରଭୃ କୌଣସି କାରଣରୁ ଖସିପଡି ଆଗକୁ ଘୋଷାଡି ହୋଇ ମୁହଁ ମାଡି ପଡିଗଲେ। ପ୍ରଭୃ ସେବାୟତଙ୍କ ଉପରେ ମାଡି ବସିଲେ। ତେବେ ଏପରି ଅଘଟଣର କାରଣ କଣ ତାହା ଜଣାପଡି ନାହିଁ।

ହେଲେ ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

RathYatra2024 ଆଡପ ମଣ୍ଡପ ବିଜେ ପୁରୀ ବଡଭାଇ ବଳଭଦ୍ର ବଳଭଦ୍ର ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.