ପୂଜା ଖେଡକରଙ୍କ ପ୍ରାର୍ଥୀତ୍ୱ ଦାବି ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର

Published: Jul 12, 2024, 1:47 pm IST

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା-୨୦୨୨ ଏବଂ ପୂର୍ବର ସିଏସ୍‌ଇର ପ୍ରାର୍ଥୀ ପୂଜା ମନୋରମା ଦିଲ୍ଲୀପ ଖେଡକରଙ୍କ ପ୍ରାର୍ଥୀତ୍ୱ ଦାବି ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ଭାରତ ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଜଣିଆ କମିଟି ଗଠନ କରିଛନ୍ତି।

ଏହି କମିଟି ୨ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ।

Related posts