Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀବନ ନେଉଛି ସେଲ୍ଫି  : ବିପଜ୍ଜନକ ସ୍ଥାନରେ ସେଲ୍ଫି ନେଇ ମରୁଛନ୍ତି ଅଧିକ ଭାରତୀୟ
ଆଜିର ଖବର

ଜୀବନ ନେଉଛି ସେଲ୍ଫି  : ବିପଜ୍ଜନକ ସ୍ଥାନରେ ସେଲ୍ଫି ନେଇ ମରୁଛନ୍ତି ଅଧିକ ଭାରତୀୟ

June 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିପଦଜ୍ଜନକ ସ୍ଥାନରେ ସେଲ୍‌ଫି ଜନିତ ମୃତ୍ୟସଂଖ୍ୟା ବଢିବାରେ ଲାଗିଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ଭାରତୀୟ ରହିଛନ୍ତି । ସେହିପରି ଏହିପରି ସେଲ୍ଫି ନେବାରେ ଅଧିକସଂଖ୍ୟକ ଯୁବକ ଯୁବତୀ ରହିଛନ୍ତି । ନିକଟରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହା ସୂଚନା ମିଳିଛି । ରିପୋର୍ଟ ମୁତାବକ ଦୁନିଆରେ ଯେତିକି ଶାର୍କ ଆକ୍ରମଣରେ ମୃତ୍ୟୁ ହେଉଛି ତା’ଠୁ ପାଞ୍ଚଗୁଣ ଅଧିକ ବିପଜ୍ଜନକ ସେଲ୍‌ଫି ନେବାରେ ହେଉଛି । ୨୦୧୧ରୁ ୨୦୧୭ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ସାରା ଦୁନିଆରେ ଶାର୍କ ଆଟାକ୍‌ରେ ୫୦ଜଣ ମୃତ୍ୟୁବରଣ କରିଥିବାବଳେ ସେଲ୍‌ଫି ନେଇ ୨୫୯ ଜଣଙ୍କର ମୃତ୍ୟୁ ହୋଇଛି ।  ବିପଜ୍ଜନକ ସେଲ୍‌ଫି ନେବାରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ । ମୋଟ୍‌ ୨୬୯ ଜଣଙ୍କ ମଧ୍ୟରେ ୧୫୯ଜଣ ଭାରତୀୟ ରହିଛନ୍ତି । ସେହିପରି ରୁଷ୍‌ର ୧୬ଜଣ ଓ ଆମେରିକାର ୧୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ରହିଛି ।  ‘ବିପଜ୍ଜନକ ସେଲ୍ଫି ହେତୁ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଦେଶରେ କେତେକ ଜାଗାରେ ‘ନୋ ସେଲ୍ଫି ଜୋନ୍‌’ କରାଯାଇଛି । ମୁମ୍ବାଇ ସହରରେ ୧୬ଟି ଜୋନ୍‌ ରହିଛି । ଭାରତ ଦୁନିଆର ଦ୍ବିତୀୟ ଜନସଂଖ୍ୟାର ଦେଶ ହୋଇଥିବାବେଳେ ଏଠାରେ ପାଖାପାଖି ୮୦ କୋଟିର ମୋବାଇଲ୍‌ ଫୋନ୍‌ ରହିଛି । ସେହିପରି ବିପଜ୍ଜନକ ସେଲ୍ଫି ନେବାରେ ଭାରତୀୟ ଯୁବକ ବା ଯୁବା ସବୁଠୁ ଆଗରେ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.