Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଆଇନ ମଦ କାରବାର ଉପରେ ଚଢ଼ାଉ, ୧୦ ଦିନରେ ଜବତ ହେଲାଣି ୧ ଲକ୍ଷ ଲିଟର ମଦ
ଆଜିର ଖବର

ବେଆଇନ ମଦ କାରବାର ଉପରେ ଚଢ଼ାଉ, ୧୦ ଦିନରେ ଜବତ ହେଲାଣି ୧ ଲକ୍ଷ ଲିଟର ମଦ

August 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବେଆଇନ ମଦ କାରବାର ଉପରେ ଚଢ଼ାଉ, ୧୦ ଦିନରେ ଜବତ ହେଲାଣି ୧ ଲକ୍ଷ ଲିଟର ମଦ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ଉ ଜାରି ରହିଛି । ଇତି ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଦଳ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ କରିଛନ୍ତି। ଏଥି ସହ କାରବାରରେ ସାମିଲ ବ୍ୟକ୍ତିଙ୍କୁ ଗିରଫ କରାଯିବା ସାଙ୍ଗକୁ ବ୍ୟବହୃତ ଗାଡ଼ିଗୁଡ଼ିକ ମଧ୍ୟ ଜବତ କରାଯାଉଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୨୦ରୁ ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୬୮୬ଟି କେସ୍‌ ପଞ୍ଜିକୃତ ହେବା ସହ ୧୫୦୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ୧ ଲକ୍ଷ ୩୯ ହଜାର ୧୪୨ ଲିଟର ବେଆଇନ ମଦ ଓ ୧୨ ଲକ୍ଷ ୮୮ ହଜାର ୬୩୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୦ଟି ଗାଡ଼ିକୁ ଜବତ କରାଯାଇଛି।

ଏଥି ମଧ୍ୟରେ ଅନୁଗୋଳର ୯୦ ଜଣ, ବାଲେଶ୍ୱରର ୯୬ ଜଣ, ଭଦ୍ରକର ୫୯ ଜଣ, ଭୁବନେଶ୍ୱରର ୬୯ ଜଣ, କଟକର ୬୩ ଜଣ, ଗଞ୍ଜାମର ୫୮ ଜଣ, ଯାଜପୁରର ୬୧ ଜଣ, କେଉଁଝରର ୬୮ ଜଣ, କୋରାପୁଟର ୫୮ ଜଣ, ମୟୂରଭଞ୍ଜର ୫୭ ଜଣ, ରାଉରକେଲାର ୭୧ ଜଣ ଏବଂ ସମ୍ବଲପୁରରୁ ୭୭ ଜଣ ଗିରିଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ ଏବଂ ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।

ବେଆଇନ ମଦ କାରବାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026

ହାରିବା ସତ୍ତ୍ୱେ ୨୦୨୬ WPL ର ଏଲିମିନେଟରରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ ଗଣିତ

January 31, 2026

ଏହି ୪ ଟି ସରଳ ଉପାୟରେ ଚିହ୍ନଟ କରିପାରିବେ ଅସଲି ଏବଂ ନକଲି ମହୁ

January 31, 2026

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026
Latest News

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026

ହାରିବା ସତ୍ତ୍ୱେ ୨୦୨୬ WPL ର ଏଲିମିନେଟରରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ ଗଣିତ

January 31, 2026

ଏହି ୪ ଟି ସରଳ ଉପାୟରେ ଚିହ୍ନଟ କରିପାରିବେ ଅସଲି ଏବଂ ନକଲି ମହୁ

January 31, 2026

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026

ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ, ଶରୀରକୁ ମିଳିବ ଅନେକ ଲାଭ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.