ରାସ୍ତା ଦୁର୍ଘଟଣାରେ ଯୁବକଙ୍କ ପ୍ରାଣହାନୀ

Published: Oct 17, 2024, 11:22 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ଓଡ଼ାସିଙ୍ଗି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଯୁବକଙ୍କ ପ୍ରାଣହାନୀ ହୋଇଛି। ମୃତକଙ୍କ ନାମ ପ୍ରଭଞ୍ଜନ ପ୍ରଧାନ ଓ ତାଙ୍କ ଘର ନୂଆପଡ଼ା ଗ୍ରାମରେ ବୋଲି ସୁଚନା ମିଳିଛି। ଦୃତ ଗତିରେ ଗାଡ଼ି ଚଳେଇବା ଯୋଗୁଁ ଏହିଭଳି ଘଟଣା ଘଟିଛି ବୋଲି ଅଞ୍ଚଳ ବାସିନ୍ଦାଙ୍କ ଠାରୁ ପ୍ରକାଶ।

Related posts