Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୫ ତାରିଖରେ ଭେଲୋର ଲୋକସଭା ନିର୍ବାଚନ
ଆଜିର ଖବର

ଅଗଷ୍ଟ ୫ ତାରିଖରେ ଭେଲୋର ଲୋକସଭା ନିର୍ବାଚନ

July 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Election to Vellore Lok Sabha seat on Aug 5
Election to Vellore Lok Sabha seat on Aug 5

ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ ୫ରେ ଭୋଟ ଓ ଅଗଷ୍ଟ ୯ରେ ଫଳାଫଳ ପ୍ରକାଶ ପାଇବ। କମିଶନ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜୁଲାଇ ୧୧ରେ ପ୍ରକାଶ ପାଇବ। ଜୁଲାଇ ୧୮ ନାମାଙ୍କନ ଦାଖଲର ଶେଷ ତାରିଖ ଓ ୧୯ ତାରିଖରେ ଏହାର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଜୁଲାଇ ୨୨ ରହିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠାରୁ ହିଁ ଆଚରଣ ବିଧି ଲାଗୁ ହୋଇଛି।ଏହି ଭେଲୋର ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୮ରେ ହେବାର ଥିଲା। ତେବେ ଜଣେ ଡିଏମକେ ନେତାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା। ଏହି କାରଣରୁ ନିର୍ବାଚନ କମିଶନ ଏଠାରେ ଭୋଟ ଗ୍ରହଣ ପ୍ରକ୍ରିୟାକୁ ବନ୍ଦ ରଖିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କେଉଁ ରାଶିର ଲୋକ କେଉଁ ଧାତୁର ବାସନ ବ୍ୟବହାର କରିବା ଉଚିତ?: ଜାଣିବା ଜରୁରୀ

September 20, 2025

ପାକିସ୍ତାନକୁ ଝଟକା ଦେଲା ଆମେରିକା: BLA କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଜାତିସଂଘରେ ଖାରଜ

September 20, 2025

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିପରି ରହିବ ପାଗ?: ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ

September 20, 2025

ତୀର୍ଥଯାତ୍ରୀ ଯୋଜନାର ଦ୍ବିତୀୟ ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

September 20, 2025
Latest News

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 20, 2025

କେଉଁ ରାଶିର ଲୋକ କେଉଁ ଧାତୁର ବାସନ ବ୍ୟବହାର କରିବା ଉଚିତ?: ଜାଣିବା ଜରୁରୀ

September 20, 2025

ପାକିସ୍ତାନକୁ ଝଟକା ଦେଲା ଆମେରିକା: BLA କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଜାତିସଂଘରେ ଖାରଜ

September 20, 2025

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିପରି ରହିବ ପାଗ?: ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ

September 20, 2025

ତୀର୍ଥଯାତ୍ରୀ ଯୋଜନାର ଦ୍ବିତୀୟ ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.