Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ସ୍ଵତନ୍ତ୍ର ପାହ୍ୟା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ
ଆଜିର ଖବର

ଓଡ଼ିଶାର ସ୍ଵତନ୍ତ୍ର ପାହ୍ୟା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ

July 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡ଼ିଶାର ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ଅଗ୍ରାହ୍ୟ କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ନେଇ ଯେଉଁ ଯୁକ୍ତି ବାଢୁଛି ତାହା ଅଯୌକ୍ତିକ। ବର୍ତ୍ତମାନ ସମୟରେ ଦେଶରେ ସ୍ଵତନ୍ତ୍ର ମାନ୍ୟତା ରାଜ୍ୟ ବୋଲି ଆଉ କିଛି ନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁସାରେ ସ୍ପେଶାଲ ଓ ଜେନେରାଲ ରାଜ୍ୟ ଭିତରେ କୌଣସି ପ୍ରଭେଦ ରଖି ନାହାନ୍ତି। ଫଳରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟମାନ୍ୟତା ମିଳିପାରିବ ନାହିଁ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି। କିଛିଦିନ ପୂର୍ବେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣି କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ଵତନ୍ତ୍ର ମାନ୍ୟତା ଦେବା ଦାବିକୁ ଦୋହରାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

April 14, 2026

EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

April 14, 2026

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026
Latest News

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

April 14, 2026

EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

April 14, 2026

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026

ମଳିନ ଚର୍ମ ପାଇଁ କଷ୍ଟ ପାଉଛନ୍ତି କି?: ପ୍ରତିଦିନ ପିଅନ୍ତୁ ଏହି ଜୁସ୍

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.