Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»205 କିଗ୍ରା ମାରିଜୁଆନା ଜବତ କଲା ଦିଲ୍ଲୀ ପୋଲିସ୍‌, 2 ଗିରଫ
ଆଜିର ଖବର

205 କିଗ୍ରା ମାରିଜୁଆନା ଜବତ କଲା ଦିଲ୍ଲୀ ପୋଲିସ୍‌, 2 ଗିରଫ

July 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ ପୋଲିସ୍‌ ପକ୍ଷରୁ 200 କିଗ୍ରାର ମାରିଜୁଆନା ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀର ଗୋବିନ୍ଦପୁରୀ ପୋଲିସ୍‌ ପକ୍ଷରୁ ଜବତ କରାଯାଇଥିବା ଏହି ମାରିଜୁଆନା ଓଡିଶାରୁ ଦିଲ୍ଳୀକୁ ଚାଲାଣ କରାଯାଉଥିଲା । କାଲକାଜି ନିକଟରେ ଏକ ଚେକ୍‌ପୋଷ୍ଟ ନିକଟରେ ଟ୍ରକ୍‌ରେ ଚାଲାଣ କରାଯାଉଥିବା 205 କିଗ୍ରା ମାରିଜୁଆନା ସହିତ 2 ଜଣଙ୍କୁ ଗିରଫ କରାଯାଇଥିଲା । ଦୁଇ ଗିରଫ ଅଭିଯୁକ୍ତଙ୍କୁ ପୋଲିସ ରାଜେଶ କୁମାର ଏବଂ କହ୍ନୈୟା ଲାଲ ଭାବରେ ଚିହ୍ନଟ କରିଛି । ଉଭୟ ଉତ୍ତର ପ୍ରଦେଶର ବୁଲନ୍ଦ ସହରର ବାସିନ୍ଦା ଅଟନ୍ତି । ଉଭୟଙ୍କୁ ପୋଲିସ୍‌ ପକ୍ଷରୁ ପଚରା ଉଚୁରା ଜାରି ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026
Latest News

“ଆରଏସଏସକୁ ବ୍ୟାନ୍ କର”: USCIRFର ମୁଖ୍ୟଙ୍କ ବଡ଼ ଦାବି

August 20, 2026

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଏବେ ଲୋକସଭା ଆସନ ପାଇଁ ବଡ଼ ନିଷ୍ପତ୍ତି ନେଲା କଂଗ୍ରେସ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ପ୍ରସ୍ତାବ ପାସ୍

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.