Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଙ୍କଟରେ କୁମାରସ୍ବାମୀ ସରକାର : 11 କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କ ଇସ୍ତଫା
ଆଜିର ଖବର

ସଙ୍କଟରେ କୁମାରସ୍ବାମୀ ସରକାର : 11 କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କ ଇସ୍ତଫା

July 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
hd kumarswamy
hd kumarswamy

କୁମାରସ୍ୱାମୀ ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଆଜି କଂଗ୍ରେସ ଏବଂ ଜେଡିଏସର 11 ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ବାଚସ୍ପତିଙ୍କ ନିକଟରେ ଇସ୍ତଫା ଦେବା ପାଇଁ ପହଁଚିଥିଲେ । କିନ୍ତୁ ଅଧ୍ୟକ୍ଷ ଅନୁପସ୍ଥିତ ଥିବା କାରଣରୁ ସଚିବଙ୍କୁ ବିଧାୟକମାନେ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ବିସି ପାଟିଲ, ନାରାୟଣ ଗୌଡା, ଶିବରାମ ହେବ୍ୱର, ମହେଶ କୁମାଥଲ୍ଲୀ, ଗୋପାଲୈୟା, ରମେଶ ଜରକିହୋଲୀ, ଏବଂ ପ୍ରତାପ ଗୌଡା ସାମିଲ ଅଛନ୍ତି । ବିଧାନସଭା ବାଚସ୍ପତି ରମେଶ କୁମାର ମଧ୍ୟ 11 ବିଧାୟକଙ୍କ ଇସ୍ତଫା ପତ୍ର ଗୃହୀତ କରିଛନ୍ତି । ତେବେ କୁମାରସ୍ୱାମୀ ଆମେରିକା ଗସ୍ତ କରିଥିବା ସମୟରେ ତାଙ୍କ ପାଇଁ ଅଡୁଆ ବଢିଛି । ତେବେ କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସର ରାଜନୀତି ନୂଆ ମୋଡ ନେଲାଣି । ଇସ୍ତଫା ଦେବାକୁ ପହଁଚିଥିବା 11 ଜଣ ବିଧାୟକଙ୍କ ମଧ୍ୟରୁ 4 ଜଣ ସିଦ୍ଧରମୈୟାଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026
Latest News

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.