ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସମାରୋହରେ କେ. ସଞ୍ଜୟ ମୂର୍ତ୍ତି ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରୂପେ ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟରେ ପଦବୀର ଶପଥ ନେଇଥିଲେ ଏବଂ ସେଥିରେ ଦସ୍ତଖତ କରିଥିଲେ। କେ ସଞ୍ଜୟ ମୂର୍ତ୍ତି
ଦିଲ୍ଲୀରେ ପିନାକୀ ମିଶ୍ର ଓ ମହୁଆ ମୋଇତା ଦେଲେ ବିବାହ ଭୋଜି, ଜାଣନ୍ତୁ କେଉଁମାନେ ଦେଲେ ଯୋଗ, କଣ କହିଲେ..August 6, 2025