Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଆରଟିଓଙ୍କ ଛତ୍ରପୁର ସ୍ଥିତ ବାସଭବନରେ ଚଢ଼ାଉ କଲା ଗୋଳନ୍ଥରା ପୋଲିସ
ଆଜିର ଖବର

ଏଆରଟିଓଙ୍କ ଛତ୍ରପୁର ସ୍ଥିତ ବାସଭବନରେ ଚଢ଼ାଉ କଲା ଗୋଳନ୍ଥରା ପୋଲିସ

November 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଛତ୍ରପୁର: ଗଞ୍ଜାମ ୧୬ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଭାରିଯାନ କୁ ପରିବହନ ବିଭାଗର କର୍ମଚାରୀ ଓ ଯୁବକମାନେ ନିୟୋଜିତ ରହି ଟ୍ରକ, ଟ୍ରଲର ଓ ଅନ୍ୟ ଗାଡି ଠାରୁ ଯାଞ୍ଚ କରିବା ବାହାନାରେ ଟଙ୍କା ଆଦାୟ ବେଳେ ଗୋଳନ୍ଥରା ପୋଲିସ ଚଢ଼ାଉ କରି କାବୁ କରିବା ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ରହିଥିବା ଲୋକଙ୍କ ମଧ୍ୟରେ ଜୁନିୟର ଏମଭିଆଇ ଏବଂ ଏଆରଟିଓଙ୍କ ସମେତ ଚାରି ଜଣକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଠାରୁ ସୋରଳ ରୋଡ଼ ମଧ୍ୟ ଛତ୍ରପୁର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯାଳୟର ଜୁନିୟର ଏମଭିଆଇ,ଏଆରଟିଓ ଓ କିଛି ଯୁବକ ମାନେ ମିଳିତ ହୋଇ ଜାତୀୟ ରାଜପଥର ଯାତାୟାତ କରୁଥିବା ଟ୍ରକ, ଟ୍ରଲର ଓ ଅନ୍ୟ ଓଭର ଲୋଡିଂ ଗାଡି ଗୁଡିକ ଯାଞ୍ଚ ବାହାନାରେ ଚାଳକଙ୍କ ଠାରୁ ଜୋର ଜବରସ୍ତ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ହେଉଥିଲା। ବ୍ରହ୍ମପୁର ଏସପି ଘଟଣା ର ଅନୁସନ୍ଧାନ ଚଳେଇଥିଲେ।

ମଙ୍ଗଳବାର ଗିରିସୋଲା ଠାରୁ ସୋରଳ ରୋଡ଼ ମଧ୍ୟରେ ପରିବହନର ଅଧିକାରୀ ଓ କିଛି ଯୁବକ ମାନେ ଗାଡି ମାନକୁ ଯାଞ୍ଚ କରି ଟଙ୍କା ଆଦାୟ କରୁଥିବା ନେଇ ପୋଲିସ ସୂଚନା ମିଳିଥିଲା। ପୋଲିସ ଟିମ ସେଠାରେ ପହଂଚି କିଛି ଯୁବକକୁ ଉଠେଇ ନେଇ ତଦନ୍ତ ଜାରି ରଖିଛି। ବୁଧବାର ସକାଳୁ ଗୋଳନ୍ଥରା ପୋଲିସ ଟିମ ଛତ୍ରପୁର ପହଁଚି ଚଣ୍ଡି ଛକ ସ୍ଥିତ ଏଆରଟିଓ କେ ଭେଙ୍କଟସ ଙ୍କ ଘରେ ଚଢାଉ କରି ୮୨ ହଜାର ୫୦୦ ଟଙ୍କା ଜବତ କରିବା ସହ ତଦନ୍ତ ଜାରି ରଖିଛି।

ଗୋଳନ୍ଥରା ପୋଲିସ ଛତ୍ରପୁର ପରିବହନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.