Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ: ଜରାଶ୍ରମରେ ଶୀତବସ୍ତ୍ର ବଣ୍ଟନ
ଆଞ୍ଚଳିକ

ଟାଙ୍ଗୀ: ଜରାଶ୍ରମରେ ଶୀତବସ୍ତ୍ର ବଣ୍ଟନ

December 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ମଙ୍ଗଳାଯୋଡି ଜରାଶ୍ରମରେ ୪୦ ଜଣ ଅନ୍ତେବାସୀଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିବା ଜଣାପଡିଛି।  କନ୍ଧନୟାଗଡସ୍ଥିତ ବଦାନ୍ୟ ବ୍ୟକ୍ତି ସନ୍ତୋଷ ଚ୍ୟାଉ ପଟ୍ଟନାୟକଙ୍କ ସମେତ ତାଙ୍କ ପରିବାରର ସଂଗୀତା ଦେବ, ସାନଭି ଚ୍ୟାଉ ପଟ୍ଟନାୟକ ଓ ସିମ୍ରନ ଚ୍ୟାଉ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି ଏହି ଶୀତ ବସ୍ତ୍ର ବଣ୍ଟନ କରିଥିବା ଜଣାପଡିଛି। ଏହି ମହତ କାର୍ଯ୍ୟକୁ ଅନ୍ତେବାସୀ ଖୁସି ବ୍ୟକ୍ତ କରିବା ସହ ଚ୍ୟାଉ ପଟ୍ଟନାୟକ ପରିବାରକୁ ଶୁଭକାମନା ଜଣାଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025
Latest News

IAS Vacancies in Odisha: ରାଜ୍ୟରେ କେତେ ଆଇଏଏସ ପଦବୀ ଖାଲି ଅଛି ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

December 1, 2025

Winter Session 2025: ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ,ତା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ….

December 1, 2025

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ ପୁରସ୍କାର ପ୍ରଦାନ ଉତ୍ସବ

December 1, 2025

Konark Festival 2025: ଆଜି ସଂଧ୍ୟାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

December 1, 2025

IND-SA Barabati Match: ମୁଖ୍ୟମନ୍ତ୍ରୀଙ୍କୁ ବାରବାଟୀ ମ୍ୟାଚ ଟିକେଟ ପ୍ରଦାନ କଲା ଓସିଏ

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.