Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିକୁ ଟାର୍ଗେଟ୍‌ କଲେ ମାୟାବତୀ : ଲୋକତନ୍ତ୍ରକୁ କଳଙ୍କିତ କରୁଛି ବିଜେପି
ଆଜିର ଖବର

ବିଜେପିକୁ ଟାର୍ଗେଟ୍‌ କଲେ ମାୟାବତୀ : ଲୋକତନ୍ତ୍ରକୁ କଳଙ୍କିତ କରୁଛି ବିଜେପି

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ଓ ଗୋଆରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ନେଇ ସାରା ଦେଶ ଏବେ ପୂରା ସରଗରମ। ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ ବିରୋଧୀ ଘେରିଛନ୍ତି। ନିକଟରେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ୍‌ କରିଛନ୍ତି। ବିଜେପି ଧନବଳ ଦ୍ବାରା ବିଧାୟକଙ୍କ ଗଡ଼ ଭଙ୍ଗ କରୁଥିବାର ଆରୋପ ଲଗାଇଛନ୍ତି ମାୟାବତୀ। ଏଥିପାଇଁ ଏକ ଦୃଢ ଆଇନ୍‌ ପାଇଁ ଦାବି କରିଛନ୍ତି ମାୟାବତୀ। ମାୟାବତୀ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପି ପୁଣି ଥରେ କର୍ଣ୍ଣାଟକ ଓ ଗୋଆରେ ଯେଉଁ ପ୍ରକାରର ଧନବଳ ଓ ଶକ୍ତିର ଦୁରୁପ୍ରୟୋଗ କରି ବିଧାୟକଙ୍କ  ଦଳ ଭାଙ୍ଗୁଛନ୍ତି, ତାହା ଲୋକତନ୍ତ୍ରକୁ କଳଙ୍କିତ କରୁଛି। ତେବେ ଏପରି ସମୟରେ ଦଳବଦଳ କରୁଥିବା ସଦସ୍ୟଙ୍କ ପ୍ରତି କଡା ଆଇନ୍‌ ହେବା ଉଚିତ୍‌ ବୋଲି ମାୟା କହିଛନ୍ତି। ଏହା ପୂର୍ବରୁ ବିଏସ୍‌ପି ସଂସଦରେ କର୍ଣ୍ଣାଟକ ଓ ଗୋଆ ବିଷୟକୁ ନେଇ ବିଜେପିକୁ ମଧ୍ୟ ବିରୋଧ କରିଥିଲା। ଏହି ବିରୋଧ ପ୍ରଦର୍ଶନରେ ବିଏସ୍‌ପି ସହ ଅନ୍ୟ ବିରୋଧୀ ଦଳ ମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି। ଏଥିରେ ସପା, ଟିଏମ୍‌ସି, ମାକପା ଓ ଏନ୍‌ସିପି ପରି ଦଳମାନେ ମଧ୍ୟ ସାମିଲ୍‌ ହୋଇ ଗୋଆ ଓ କର୍ଣ୍ଣାଟକରେ ବିଜେପି ଅସ୍ଥିର ରାଜନୀତି କରୁଛି ବୋଲି ଆକ୍ଷେପ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.