Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶପଥ ଗ୍ରହଣ ପୂର୍ବରୁ ରେଖା ଗୁପ୍ତାଙ୍କ କଠୋର ମନୋଭାବ, ‘ଗତ ୧୨ ବର୍ଷର ଦୁର୍ନୀତର ହିସାବ ନିଆଯିବ’
ଆଜିର ଖବର

ଶପଥ ଗ୍ରହଣ ପୂର୍ବରୁ ରେଖା ଗୁପ୍ତାଙ୍କ କଠୋର ମନୋଭାବ, ‘ଗତ ୧୨ ବର୍ଷର ଦୁର୍ନୀତର ହିସାବ ନିଆଯିବ’

February 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

ନୂଆଦିଲ୍ଲୀ: ଶାଲିମାର ବିଜେପି ବିଧାୟକ ରେଖା ଶର୍ମା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରେଖା ଗୁପ୍ତା ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଏବଂ ଆତିଶୀଙ୍କ ପରେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବେ। ଏହା ଉପରେ ଖୁସି ପ୍ରକାଶ କରି ରେଖା ଗୁପ୍ତା କହିଛନ୍ତି ଯେ, “ମୋତେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବହୁତ ଧନ୍ୟବାଦ ଜଣାଉଛି, ଯେଉଁମାନେ ଏକ ସାଧାରଣ ପରିବାରର ଝିଅ ଉପରେ ଭରସା ପ୍ରକଟ କରିଛନ୍ତି ଏବଂ ମୋତେ ଏତେ ବଡ଼ ଦାୟିତ୍ୱ ଦିଆଯାଇଛି, ମୁଁ ମୋର ସମସ୍ତ ଦାୟିତ୍ୱ ଶକ୍ତିଏ ସହିତ ଏବଂ ସଚ୍ଚୋଟତାର ସହ ତୁଲାଇବି।

ଗଣମାଧ୍ୟମକୁ ସୂଚନା ଦେଇ ରେଖା ଗୁପ୍ତା କହିଛନ୍ତିଯେ, “ଦିଲ୍ଲୀ ପାଇଁ ମୋର ଦୁଇଟି ପ୍ରାଥମିକତା ଅଛି। ପ୍ରଥମ ପ୍ରାଥମିକତା ହେଉଛି ଯେ, ଆମ ସରକାରଙ୍କ ଦ୍ଵାରା ଜନସାଧାରଣଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବୁ। ଦ୍ଵିତୀୟତଃ ଆମର ସମସ୍ତ ୪୮ ବିଧାୟକ ଦିଲ୍ଲୀ ପାଇଁ ‘ଟିମ୍ ମୋଦୀ’ ଭାବରେ କାର୍ଯ୍ୟ କରିବେ। ପ୍ରତ୍ୟେକ ପ୍ରତିବଦ୍ଧତା ଠିକ୍ ସମୟରେ ପୂରଣ ହେବ।”

ଯେତେବେଳେ ତାଙ୍କୁ ପଚରାଗଲା ସେ, କେବେ ମୁଖ୍ୟମନ୍ତ୍ରୀ ପଦବୀ ଚାହୁଁଥିଲେ କି? ଏହାର ଉତ୍ତରରେ ରେଖା ଗୁପ୍ତା କହିଛନ୍ତି ଯେ, “ମୁଁ ମୋ ଜୀବନରେ କେବେ ଭାବି ନଥିଲି ଯେ ମୁଁ କେବେ ମୁଖ୍ୟମନ୍ତ୍ରୀ ହେବି। ମୋର ପିଲାଦିନରେ ମୁଁ ବଡ଼ ନେତାଙ୍କ କାହାଣୀ ଶୁଣୁଥିଲି, ସେମାନେ କହୁଥିଲେ ଯେ ସାଧାରଣ ପୃଷ୍ଠଭୂମିରୁ ସେମାନେ ଶୀର୍ଷ ନେତୃତ୍ୱରେ ପହଞ୍ଚିଛନ୍ତିଛନ୍ତି। ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି, ଯାହା କେବଳ ବିଜେପି ରେ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ସମ୍ଭବ ହୋଇପାରୁଛି।

ପୂର୍ବତନ AAP ସରକାରଙ୍କୁ ଟାର୍ଗେଟ:

ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଲକ୍ଷ୍ୟ କରି ରେଖା ଗୁପ୍ତା କହିଛନ୍ତି ଯେ, ଗତ ୧୨ ବର୍ଷ ଧରି ଦିଲ୍ଲୀ ଶାସନ କରୁଥିବା ଏବଂ ଏଥିରେ ସମସ୍ତ ଦୁର୍ନୀତି ସମସ୍ୟା ଥିବା ସରକାରଙ୍କୁ ପ୍ରତ୍ୟେକ ପଇସା ହିସାବ ଦେବାକୁ ପଡିବ।

aap Alka Lamba Arvind Kejriwal Rekha Gupta
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.