Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଲା ପାକିସ୍ତାନ!, ଶୀର୍ଷରେ ଭାରତ: ଜାଣନ୍ତୁ ପଏଣ୍ଟ ତାଲିକା
ଆଜିର ଖବର

ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଲା ପାକିସ୍ତାନ!, ଶୀର୍ଷରେ ଭାରତ: ଜାଣନ୍ତୁ ପଏଣ୍ଟ ତାଲିକା

February 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରବିବାର ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ଭାରତ ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 241 ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ 6 ୱିକେଟ୍ ରେ ମ୍ୟାଚ ଜିତିଥିଲା। ଏହି ବିଜୟ ସହିତ ଚାମ୍ପିଅନ୍ସ ଟ୍ରଫି 2025 ର ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚ୍ ପରେ ପଏଣ୍ଟ ଟେବୁଲରେ କ’ଣ ପରିବର୍ତ୍ତନ ଘଟିଲା ଆସନ୍ତୁ ଜାଣିବା….

ଗ୍ରୁପ୍ ଏରେ ଭାରତ ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ। ସେମାନଙ୍କ ସହ ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏହି ଦଳରେ ଅଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିର ପଏଣ୍ଟ ଟେବୁଲରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା। ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଭାରତ ଉଭୟ ମ୍ୟାଚ୍ ଜିତିଛି।

କ୍ରମାଗତ ଦ୍ୱିତୀୟ ପରାଜୟ ସହ ପାକିସ୍ତାନ କ୍ରିକେଟ୍ ଦଳ ପଏଣ୍ଟ ଟେବୁଲର ନିମ୍ନରେ ପହଞ୍ଚିଛି। ବର୍ତ୍ତମାନ ପାକିସ୍ତାନ ପ୍ରାୟ ଚାମ୍ପିଅନ୍ସ ଟ୍ରଫି- 2025 ରୁ ବାଦ ପଡିଛି। ଯଦି ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ପରାସ୍ତ କରେ ତେବେ ପାକିସ୍ତାନ ଆନୁଷ୍ଠାନିକ ଭାବେ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିବ।

ଚାମ୍ପିଅନ୍ସ ଟ୍ରଫି 2025 ପଏଣ୍ଟ ଟେବୁଲ୍ (ଗ୍ରୁପ୍ ଏ)

1- ଭାରତ

ମ୍ୟାଚ୍- 2
ବିଜୟ- 2
ପରାଜୟ- 0
ନେଟ୍ ରନ୍ ହାର- +0.647
ଅଙ୍କ- 4

2– ନ୍ୟୁଜିଲ୍ୟାଣ୍ଡ

ମ୍ୟାଚ୍ -1
ବିଜୟ- 1
ପରାଜୟ- 0
ନେଟ୍ ରନ୍ ହାର- +1.200
ଅଙ୍କ- 2

3-ବାଂଲାଦେଶ

ମ୍ୟାଚ୍ -1
ବିଜୟ- 0
ପରାଜୟ- 1
ନିଟ୍ ରନ୍ ହାର- -0.408
ଅଙ୍କ- 0

4- ପାକିସ୍ତାନ

ମ୍ୟାଚ୍- 2
ବିଜୟ- 0
ପରାଜୟ- 2
ନେଟ୍ ରନ୍ ହାର- -1.087
ଅଙ୍କ- 0

Champions Trophy 2025 ICC Champions Trophy ICC Champions Trophy 2025 IND VS PAK India Vs Pakistan
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025

SIR ଉପରେ ECIର ବଡ଼ ନିଷ୍ପତ୍ତି, ଏବେ ସାରା ଦେଶରେ କରାଯିବ ଭୋଟର ତାଲିକା ସଂଶୋଧନ

July 25, 2025

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025
Latest News

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025

SIR ଉପରେ ECIର ବଡ଼ ନିଷ୍ପତ୍ତି, ଏବେ ସାରା ଦେଶରେ କରାଯିବ ଭୋଟର ତାଲିକା ସଂଶୋଧନ

July 25, 2025

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.