Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମସ୍ତ ବିମାନ ଯାତ୍ରା ରୁଟ୍‌ ପାଇଁ ଦ୍ବାର ଉନ୍ମୁକ୍ତ କଲା ପାକିସ୍ତାନ
ଆଜିର ଖବର

ସମସ୍ତ ବିମାନ ଯାତ୍ରା ରୁଟ୍‌ ପାଇଁ ଦ୍ବାର ଉନ୍ମୁକ୍ତ କଲା ପାକିସ୍ତାନ

July 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Pak Opens Its Airspace, Closed Since Balakot Strike
Pak Opens Its Airspace, Closed Since Balakot Strike

ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଦିନ ଏହାର ସମସ୍ତ ବିମାନ ଯାତ୍ରାର ରୁଟ୍‌ ଖୋଲାଯାଇଛି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପକ୍ଷରୁ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ରହିଥିବା ଏୟାର ଟ୍ରାଫିକ୍‌କୁ ବନ୍ଦ କରାଯାଇଥିଲା। ଏହା ଯୋଗୁଁ ଏୟାର ଇଣ୍ଡିଆକୁ ନିଜର ବିଭିନ୍ନ ଅନ୍ତର୍ଜାତୀୟ ବିମାନର ରୁଟ୍‌ ପରିବର୍ତ୍ତନ କରବାକୁ ପଡିଥିଲା। ଏପରିକି ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶକେକ୍‌ ଗସ୍ତ ସମୟରେ ମଧ୍ୟ ତାଙ୍କ ବିମାନକୁ ପାକିସ୍ତାନ ଆକାଶରେ ଉଡିବାର ଅନୁମତି ମିଳିନଥିଲା। ମଙ୍ଗଳବାର ରାତି ୧୨.୪୧ ମିନିଟ୍‌ ସମୟରେ ଏହି ବିମାନ ରୁଟ୍‌ ଖୋଲାଯାଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ସମୁଦାୟ ୧୧ଟି ବିମାନ ରୁଟ୍‌ ରହିଥିବା ବେଳେ ବର୍ତ୍ତମାନ ୨ଟି ରୁଟ୍‌ ଖୋଲାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

September 20, 2025

ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ‘ମାଙ୍କ ନାମରେ ଗଛଟିଏ’ ସଚେତନତା କାର୍ଯ୍ୟକ୍ରମ

September 20, 2025

ଭାରତ-ଅଷ୍ଟ୍ରେଲିଆ ODI ସିରିଜର ନିର୍ଣ୍ଣାୟକ ମ୍ୟାଚ୍: ଟିମ ଇଣ୍ଡିଆ ପାଇଁ ୪୧୨ ରନ ଲକ୍ଷ୍ୟ ଦେଲା କଙ୍ଗାରୁ ଦଳ

September 20, 2025

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025
Latest News

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

September 20, 2025

‘ନିର୍ଭରଶୀଳତା ହେଉଛି ସବୁଠାରୁ ବଡ଼ ଶତ୍ରୁ’, ଟ୍ରମ୍ପଙ୍କୁ ମୋଦୀଙ୍କ ସିଧାସଳଖ ବାର୍ତ୍ତା!

September 20, 2025

ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ‘ମାଙ୍କ ନାମରେ ଗଛଟିଏ’ ସଚେତନତା କାର୍ଯ୍ୟକ୍ରମ

September 20, 2025

ଭାରତ-ଅଷ୍ଟ୍ରେଲିଆ ODI ସିରିଜର ନିର୍ଣ୍ଣାୟକ ମ୍ୟାଚ୍: ଟିମ ଇଣ୍ଡିଆ ପାଇଁ ୪୧୨ ରନ ଲକ୍ଷ୍ୟ ଦେଲା କଙ୍ଗାରୁ ଦଳ

September 20, 2025

ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.