Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନରେ ହୋଇପାରିଲାନି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ: ସୋସିଆଲ ମିଡିଆରେ ଟ୍ରୋଲ ହେଲା ଆୟୋଜକ ଦେଶ
ଆଜିର ଖବର

ପାକିସ୍ତାନରେ ହୋଇପାରିଲାନି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ: ସୋସିଆଲ ମିଡିଆରେ ଟ୍ରୋଲ ହେଲା ଆୟୋଜକ ଦେଶ

March 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
DREAM-11
ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

ନୂଆଦିଲ୍ଲୀ: ଦୁବାଇରେ ଭାରତ ସମସ୍ତ ମ୍ୟାଚ୍ ଖେଳିଥିଲା ​​ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଭାରତ ପାକିସ୍ତାନ ଯାତ୍ରା କରିବ ନାହିଁ ଏବଂ ଯଦି ଭାରତ ଫାଇନାଲକୁ ଉନ୍ନୀତ ହୁଏ, ତେବେ ତାହା ଦୁବାଇରେ ଖେଳାଯିବ। ଏନେଇ ଏକ ସହମତ ପ୍ରକାଶ ପାଇଥିଲା।

ମଙ୍ଗଳବାର ଦିନ ଦୁବାଇରେ ଖେଳାଯାଇଥିବା ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଚାରି ୱିକେଟ୍ ରେ ପରାସ୍ତ କରିଥିଲା। ଯାହାପରେ ଏହି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପାକିସ୍ତାନ ଆୟୋଜନ କରିପାରିବ ନାହିଁ। ପାକିସ୍ତାନ ଏବଂ ଆଇସିସି ର ଚୁକ୍ତି ଅନୁସାରେ, ବର୍ତ୍ତମାନ ପାକିସ୍ତାନର ଲାହୋରର ଗଦ୍ଦାଫି ଷ୍ଟାଡିୟମ ପରିବର୍ତ୍ତେ ଦୁବାଇରେ ଫାଇନାଲ ଖେଳାଯିବ। ଏହାଦ୍ୱାରା ଭାରତୀୟ ପ୍ରଶଂସକମାନେ ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ କରି ଆୟୋଜକକୁ ପରିହାସ କରିଛନ୍ତି।

ଜଣେ କ୍ରିକେଟ ପ୍ରଶଂସକ ‘ଏକ୍ସ’ ରେ ଲେକଷିଛନ୍ତି ଯେ, ”୩୦ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଏହାର ଫାଇନାଲ ମ୍ୟାଚ ଦେଶ ବାହାରେ ହେବ। ଅକ୍ଷମତା ପାଇଁ ଧନ୍ୟବାଦ।”

ଆଉ ଜଣେ ‘ଏକ୍ସ’ ଉପଭୋକ୍ତା ଲେଖିଛନ୍ତି ଯେ, ” ପାକିସ୍ତାନରେ ହେଉଛି ଚାମ୍ପିଅନ୍ସ ଟ୍ରଫି। କିନ୍ତୁ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ନାହିଁ। ପାକିସ୍ତାନରେ ହେବ ଫାଇନାଲ, କିନ୍ତୁ ଫାଇନାଲରେ ନାହିଁ ପାକିସ୍ତାନ। ଫାଇନାଲରେ ଏବେ ଭାରତ, ତେଣୁ ପାକିସ୍ତାନରେ ହେବନି ଫାଇନାଲ।

ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, “ଫେବୃୟାରୀ ୨୩: ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲା ପାକିସ୍ତାନ। ମାର୍ଚ୍ଚ ୪: ପାକିସ୍ତାନ ବାହାରେ ହେବ ଚାମ୍ପିଅନ୍ସ ଟ୍ରଫି।

Champions Trophy 2025 IND VS NZ INDIA VS NEW ZEALAND pakistan team india
Share. Facebook Twitter LinkedIn Email WhatsApp Copy Link

Related Posts

ଯନ୍ତ୍ରଣା ନିବାରକ ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

December 31, 2025

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହ ଡ଼ି.ପି.ଆଇ.ଏ.ଏସ.ଇ ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର

December 31, 2025

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025
Latest News

ଯନ୍ତ୍ରଣା ନିବାରକ ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

December 31, 2025

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହ ଡ଼ି.ପି.ଆଇ.ଏ.ଏସ.ଇ ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର

December 31, 2025

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.