Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନରେ ହୋଇପାରିଲାନି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ: ସୋସିଆଲ ମିଡିଆରେ ଟ୍ରୋଲ ହେଲା ଆୟୋଜକ ଦେଶ
ଆଜିର ଖବର

ପାକିସ୍ତାନରେ ହୋଇପାରିଲାନି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ: ସୋସିଆଲ ମିଡିଆରେ ଟ୍ରୋଲ ହେଲା ଆୟୋଜକ ଦେଶ

March 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
TEAM INDIA
ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଦୁବାଇରେ ଭାରତ ସମସ୍ତ ମ୍ୟାଚ୍ ଖେଳିଥିଲା ​​ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଭାରତ ପାକିସ୍ତାନ ଯାତ୍ରା କରିବ ନାହିଁ ଏବଂ ଯଦି ଭାରତ ଫାଇନାଲକୁ ଉନ୍ନୀତ ହୁଏ, ତେବେ ତାହା ଦୁବାଇରେ ଖେଳାଯିବ। ଏନେଇ ଏକ ସହମତ ପ୍ରକାଶ ପାଇଥିଲା।

ମଙ୍ଗଳବାର ଦିନ ଦୁବାଇରେ ଖେଳାଯାଇଥିବା ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଚାରି ୱିକେଟ୍ ରେ ପରାସ୍ତ କରିଥିଲା। ଯାହାପରେ ଏହି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପାକିସ୍ତାନ ଆୟୋଜନ କରିପାରିବ ନାହିଁ। ପାକିସ୍ତାନ ଏବଂ ଆଇସିସି ର ଚୁକ୍ତି ଅନୁସାରେ, ବର୍ତ୍ତମାନ ପାକିସ୍ତାନର ଲାହୋରର ଗଦ୍ଦାଫି ଷ୍ଟାଡିୟମ ପରିବର୍ତ୍ତେ ଦୁବାଇରେ ଫାଇନାଲ ଖେଳାଯିବ। ଏହାଦ୍ୱାରା ଭାରତୀୟ ପ୍ରଶଂସକମାନେ ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ କରି ଆୟୋଜକକୁ ପରିହାସ କରିଛନ୍ତି।

ଜଣେ କ୍ରିକେଟ ପ୍ରଶଂସକ ‘ଏକ୍ସ’ ରେ ଲେକଷିଛନ୍ତି ଯେ, ”୩୦ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଏହାର ଫାଇନାଲ ମ୍ୟାଚ ଦେଶ ବାହାରେ ହେବ। ଅକ୍ଷମତା ପାଇଁ ଧନ୍ୟବାଦ।”

ଆଉ ଜଣେ ‘ଏକ୍ସ’ ଉପଭୋକ୍ତା ଲେଖିଛନ୍ତି ଯେ, ” ପାକିସ୍ତାନରେ ହେଉଛି ଚାମ୍ପିଅନ୍ସ ଟ୍ରଫି। କିନ୍ତୁ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ନାହିଁ। ପାକିସ୍ତାନରେ ହେବ ଫାଇନାଲ, କିନ୍ତୁ ଫାଇନାଲରେ ନାହିଁ ପାକିସ୍ତାନ। ଫାଇନାଲରେ ଏବେ ଭାରତ, ତେଣୁ ପାକିସ୍ତାନରେ ହେବନି ଫାଇନାଲ।

ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, “ଫେବୃୟାରୀ ୨୩: ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲା ପାକିସ୍ତାନ। ମାର୍ଚ୍ଚ ୪: ପାକିସ୍ତାନ ବାହାରେ ହେବ ଚାମ୍ପିଅନ୍ସ ଟ୍ରଫି।

Champions Trophy 2025 IND VS NZ INDIA VS NEW ZEALAND pakistan team india
Share. Facebook Twitter LinkedIn Email WhatsApp Copy Link

Related Posts

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026
Latest News

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.