ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମାଷ୍ଟରମାଇଣ୍ଡ ତହୱୁର ରାଣାଙ୍କୁ ଭାରତ ଅଣାଯାଇଛି। ପାଲାମ ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରୁ ତାକୁ ଏନଆଇଏ କାର୍ଯ୍ୟାଳୟକୁ ଅଣାଯିବ। ଦିଲ୍ଲୀର ପାଲାମ ବାୟୁସେନା ଷ୍ଟେସନ ବାହାରେ ସୁରକ୍ଷା କଡାକଡି କରାଯାଇଛି। Mumbai Attack Tahawwur Rana
IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!December 15, 2025