Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜୁରାଟ ଏଆଇସିସି ଅଧିବେସନରୁ ଫେରିଲେ ଭକ୍ତ ଦାସ, ପାଣ୍ଡିଆନଙ୍କୁ ନେଇ କହିଲେ ଏପରି କଥା
ଆଜିର ଖବର

ଗୁଜୁରାଟ ଏଆଇସିସି ଅଧିବେସନରୁ ଫେରିଲେ ଭକ୍ତ ଦାସ, ପାଣ୍ଡିଆନଙ୍କୁ ନେଇ କହିଲେ ଏପରି କଥା

April 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
BhaktaDas
ଗୁଜୁରାଟ ଏଆଇସିସି ଅଧିବେସନରୁ ଫେରିଲେ ଭକ୍ତ ଦାସ, ପାଣ୍ଡିଆନଙ୍କୁ ନେଇ କହିଲେ ଏପରି କଥା

ଭୁବନେଶ୍ବର: ଗୁଜରାଟର ଅହମଦାବାଦ ଠାରେ ଅନୁଷ୍ଠିତ ଏଆଇସିସି ଅଧିବେଶନ ରେ ଏବଂ ସାବରମତୀ ଆଶ୍ରମ ରେ ଅନୁଷ୍ଠିତ ନ୍ୟାୟପଥ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ।

ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଛନ୍ତି କି ଏଆଇସିସି ଅଧିବେଶନ ରେ ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଏଆଇସିସି ସଭ୍ୟ ମାନେ ଯୋଗଦେଇଥିଲେ।ସମସ୍ତେ ଜୋଷ ନେଇ ଫେରିଛନ୍ତି।

ସଂକଳ୍ପ, ସମର୍ପଣ ଓ ସଦଭାବନାକୁ ନେଇ ସଂଘର୍ଷ କରିବା ଉପରେ ଆଲୋଚନା ହେଲା। ସାମାଜିକ ନ୍ୟାୟ କୁ ନେଇ ବ୍ୟାପକ ଭାବେ ଆନ୍ଦୋଲିତ କରିବାକୁ ନିଷ୍ପତି ନିଆଯାଇଛି। ଆମ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ଯ୍ୟାତିତ ମହିଳାଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ସମସ୍ତ ବ୍ଲକରେ ୧୫ ତାରିଖ ଏବଂ ଜିଲ୍ଲା ସ୍ତରରେ ୨୧ ତାରିଖ ଦିନ ମଶାଲ ଯାତ୍ରା କରିବ କଂଗ୍ରେସ।

ଆୟୁଷ୍ମାନ୍ ଯୋଜନା ଉପରେ ମତ ରଖି ସେ କହିଥିଲେ ଯେ ବିଜେପି ର ଏହା କେବଳ ହୋ ହାଲ୍ଲା । ଅନେକ ଯୋଜନା ହଉଛି ହେଲେ କିଛି ମୂଲ୍ୟ ନାହିଁ । ଆୟୁଷ୍ମାନ ସେହିଭଳି ଏକ ଯୋଜନା। ବିଜେପିର କେବଳ ହୋ ହାଲା , ୧୦ ହଜାର କୋଟି, ୨୦ ହଜାର କୋଟି କିନ୍ତୁ ତାର କିଛି ମୂଲ୍ୟ ନାହିଁ। ଆୟୁଷ୍ମାନ୍ ର ସେମିତି କଣ ହେବ।

ସେହିପରି କଂଗ୍ରେସ ନାଁରେ ୫୦୦୦ ହଜାର କର୍ମୀଙ୍କ ନାଁରେ ଏତଲା ନେଇ ମଧ୍ୟ ପ୍ରତିକ୍ରିୟା ରଖି ଶ୍ରୀଯୁକ୍ତ ଦାସ କହିଥିଲେ କି ବିଜେପି ମିଥ୍ୟା କଥା କହୁଛି ଏବଂ ଏତେ ହଜାର ଏତଲା ହୋଇଛି ବିଜେପି ପାର୍ଟି ଏମିତି କଥା କହୁଛି। ପୋଲିସ କଣ ତାଙ୍କର ବାଦ୍ୟ ଯନ୍ତ୍ର କି ? ଦୁର୍ଭାଗ୍ୟ ର କଥା ଆମର ଦୁଇ ତିନିଟା ପିଲାଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି।ସେମାନଙ୍କ ଭୂମିକା କିଛି ନଥିଲା। ପୋଲିସ ଉପରେ ପ୍ରେସର୍ ଥାଇପାରେ ରୁଲିଙ୍ଗ ପାର୍ଟିର।

ହେଲେବି ପୋଲିସ ର ଏମିତି କରିବା କଥା ନୂହେଁ । ପୋଲିସ ଆସୁ ଗିରଫ କରନ୍ତୁ। ଏବିଭିପି ପିଲାଙ୍କ କଥାରେ ଆମ ପିଲା କୁ ଗିରଫ କରାଯାଇଛି। ସେମାନଙ୍କ ଭୂମିକା ସେଦିନ କିଛି ନଥିଲା। ଆମର ବି ୧୦ ରୁ ଉର୍ଦ୍ଧ୍ବ କର୍ମୀ ଆହତ ହୋଇଛନ୍ତି। ଆମେ ବି କେଶ୍ କରି ପାରିବୁ ହେଲେ ଆମେ କରିନୁ। ପୋଲିସ ର ମନୋବଳ ଭାଙ୍ଗିଯିବ। ଗତ ନିର୍ବାଚନ ପରେ ବେକାର ଯୁବକ ମାନଙ୍କୁ ଚାକିରି ଦେବା ପାଇଁ ଅନେକ ଯୋଜନା କଲେ କିଛି ହେଲା ନାହିଁ।

ସେହିପରି ନବୀନ ବାବୁ ସ୍ବୀକାର କରିଛନ୍ତି କି ଦଳକୁ ପଣ୍ଡିଆନ ବହୁତ୍ ସାହାଯ୍ୟ କରିଛନ୍ତି। ଜଣେ ବ୍ୟୁରୋକ୍ରାଟ ଭାବେ ବହୁ କାମ କରିଛନ୍ତି। ସରକାରୀ ଚାକିରୀ ରେ ଥାଇ ଏପରି କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ।

BhaktaDas ଭକ୍ତ ଚରଣ ଦାସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.