Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ୍ଡାରୁ ଫୁଟି ବାହାରିଲେ ହଜାର ହଜାର କଇଁଛ ଛୁଆ, ହେଲେ ସମୁଦ୍ର ମୁହାଁ, ଦେଖନ୍ତୁ ଏହି ଭିଡିଓ
ଆଜିର ଖବର

ଅଣ୍ଡାରୁ ଫୁଟି ବାହାରିଲେ ହଜାର ହଜାର କଇଁଛ ଛୁଆ, ହେଲେ ସମୁଦ୍ର ମୁହାଁ, ଦେଖନ୍ତୁ ଏହି ଭିଡିଓ

April 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
OliveRidely
ଅଣ୍ଡାରୁ ଫୁଟି ବାହାରିଲେ ହଜାର ହଜାର କଇଁଛ ଛୁଆ, ହେଲେ ସମୁଦ୍ର ମୁହାଁ, ଦେଖନ୍ତୁ ଏହି ଭିଡିଓ

ବ୍ରହ୍ମପୁର : ଗଞ୍ଜାମ ଜଳ୍ଲାର ଋଷିକୁଲ୍ୟା ମୁହାଣ ସମୂଦ୍ର ଉପକୂଳରେ ଅଲିଭ ରିଡଲେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲକ୍ଷାଧିକ ସଂଖ୍ୟାରେ କୁନି  କୁନି କଇଁଛ ଛୁଆ ସମୁଦ୍ରମୁହାଁ ହୋଇଛନ୍ତି। କୁନିକୁନି କଇଁଛ ଛୁଆ ବେଳାଭୂମିରୁ ବାହାରି ସମୁଦ୍ର ଆଡ଼କୁ ଯାଉଥିବା ଦୃଶ୍ୟ ବେଶ ନିଆରା ଲାଗୁଛି।

ଏହି ପ୍ରକ୍ରିୟା ୪ରୁ ୫ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଖଲ୍ଲିକୋଟ ବନ ବିଭାଗ ରେଞ୍ଜର  ଦିବ୍ୟଶଙ୍କର ବେହେରା ସୂଚନା ଦେଇଛନ୍ତି।   ଏଥିପାଇଁ ଋଷିକୁଲ୍ୟା ମୁହାଣର ଉଭୟ ପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାରେ ଚଳିତ  ବର୍ଷ ଦୁଇଟି ପର୍ଯ୍ୟାୟରେ ଗଣଅଣ୍ଡାଦାନ ହୋଇଥିଲା ।

https://thesamikhsya.com/odia/wp-content/uploads/2025/04/OliveRidly.mp4

 

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପ୍ରାୟ ୯ଲକ୍ଷ ଅଲିଭ୍ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିଥିଲେ। ଫେବ୍ରୁଆରି ୧୬ରୁ ୨୩ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଗଣ ଅଣ୍ଡା ଦାନରେ ପ୍ରାୟ ୬ଲକ୍ଷ ୯୮ହଜାର କଇଁଛ ଅଣ୍ଡାଦାନ କରିଥିଲେ। ଏହାର ପ୍ରାୟ ୧ମାସ ପରେ ମାର୍ଚ୍ଚ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଗଣଅଣ୍ଡାଦାନରେ ୨ଲକ୍ଷ ୫ହଜାର କଇଁଛ ସାମିଲ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ ବିଧାୟକଙ୍କ ଉପରକୁ ପଥର ମାଡ଼: ୯ ଅଟକ

October 30, 2025

ଭୁବନେଶ୍ବର ଗାଡ଼କଣ ଅଳିଆଗଦା ହଟାଇବା ଦାବୀରେ ତାତିଲେ ଜନତା, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

October 30, 2025

Khandayat ଜାତିକୁ କେନ୍ଦ୍ର ଓବିସି ତାଲିକାରେ ସାମିଲ ପାଇଁ ପଛୁଆ ବର୍ଗ କମିଶନରଙ୍କୁ ଭେଟିଲେ ତେଜେଶ୍ବର ପରିଡା

October 30, 2025

ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଗସ୍ତ କାର୍ଯ୍ୟକ୍ରମ ହେଲା ଚୁଡାନ୍ତ

October 30, 2025
Latest News

ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୀନ୍ ଉପରେ ହ୍ରାସ କଲେ ଶୁଳ୍କ

October 30, 2025

ବିହାରରେ ବିଧାୟକଙ୍କ ଉପରକୁ ପଥର ମାଡ଼: ୯ ଅଟକ

October 30, 2025

ଭୁବନେଶ୍ବର ଗାଡ଼କଣ ଅଳିଆଗଦା ହଟାଇବା ଦାବୀରେ ତାତିଲେ ଜନତା, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

October 30, 2025

Khandayat ଜାତିକୁ କେନ୍ଦ୍ର ଓବିସି ତାଲିକାରେ ସାମିଲ ପାଇଁ ପଛୁଆ ବର୍ଗ କମିଶନରଙ୍କୁ ଭେଟିଲେ ତେଜେଶ୍ବର ପରିଡା

October 30, 2025

ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଗସ୍ତ କାର୍ଯ୍ୟକ୍ରମ ହେଲା ଚୁଡାନ୍ତ

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.