Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଅଳିଆ ବଦଳରେ ମିଳିବ ଖାଇବା
ଆଜିର ଖବର

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଅଳିଆ ବଦଳରେ ମିଳିବ ଖାଇବା

July 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଏବେ ଦେଶରେ ଅଳିଆ ବଦଳରେ ମିଳିବ ଖାଇବା । ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ । ଦେଶରେ ଅଳିଆ ପରିଚାଳନାକୁ ନେଇ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଉଛି । ପ୍ରଗତିଶୀଳ ଦେଶ  ଭାରତ ପାଇଁ ସ୍ବଚ୍ଛତା ଓ ଅନାହାର ଏକ ଚ୍ୟାଲେଞ୍ଜ ପାଲଟିଛି । ଏହି ଦୁଇ ସମସ୍ୟାର ମୂଳୋତ୍ପାଟନ କରିବାକୁ ଛତିଶଗଡ ନଗର ନିଗମ ଏକ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଛତିଶଗଡ଼ର ଅବନ୍ତିପୁରା ସହରରେ ଏବେ ‘ଗାର୍ବେଜ୍‌ କାଫେ’ ଲଞ୍ଚ କରୁଛନ୍ତି । ଏଠାରେ ଅଳିଆ ବଦଳରେ ପେଟପୂରା ଖାଇବାକୁ ମିଳିବ । ଏହା ଦେଶର ପ୍ରଥମ ଗାର୍ବେଜ୍‌ କାଫେ ହେବ। ଯେଉଁଠାରେ ନଗର ନିଗମର ଗରିବ ଓ ଅନାହାରୀଙ୍କୁ ପ୍ଲାଷ୍ଟିକ୍‌ ତଥା ଅଳିଆ ବଦଳରେ ଖାଦ୍ୟ ଖାଇବାକୁ ମିଳିବ। ଏହି କାଫେରେ ଏକ କିଲୋ ପ୍ଲାଷ୍ଟିକ୍‌ ବଦଳରେ ଗୋଟେ ପ୍ଲେଟ ଭରପୂର ଖାଦ୍ୟ ମିଳିବ। ସେହିପରି ୫୦୦ ଗ୍ରାମ ପ୍ଲାଷ୍ଟିକ୍‌ ଅଳିଆ ପାଇଁ ସୁନ୍ଦର ଜଳଖିଆ ଖାଇବାକୁ ମିଳିବ ।  ଏହା ଗାର୍ବେଜ୍‌ କାଫେ ଅବନ୍ତିପୁରାର ମୁଖ୍ୟ ବସ୍‌ ଷ୍ଟାଣ୍ଡ୍‌ ପାଖରେ ହେବାର ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ପାଇଁ ପାଞ୍ଚ ଲକ୍ଷ ଟଙ୍କାର ବଜେଟ୍‌ ପ୍ରସ୍ତୁତ କରାଯାଇଛି । ରାସ୍ତାରୁ ପ୍ଲାଷ୍ଟିକ ତଥା ଅଳିଆ ଆଣୁଥିବା ଲୋକଙ୍କୁ ଏଠାରେ ଖାଦ୍ୟ ଯୋଗାଇ ଦିଆଯିବ । ଏହି ଅଭିନବ ପ୍ରକ୍ରିୟାକୁ ସ୍ବଚ୍ଛଭାରତର ଅଂଶରୂପେ ଗ୍ରହଣ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026
Latest News

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.