ଭୁବନେଶ୍ଵର: ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦୁଇଦିନିଆ ଭୁଟାନ ଗସ୍ତରେ ଯିବେ। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଭୁଟାନରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ ଲେବର ମୋବିଲିଟି ସମ୍ମିଳନୀରେ ଯୋଗଦେବା ପାଇଁ ଶ୍ରୀ ସିଂହଦେଓ ଭୁଟାନ ଯାଉଛନ୍ତି। କନକ ବର୍ଦ୍ଧନ ସିଂହଦେଓ ଦକ୍ଷିଣ ଏସିଆ ଲେବର ମୋବିଲିଟି ସମ୍ମିଳନୀ ଦୁଇଦିନିଆ ଗସ୍ତ ଭୁଟାନ ଗସ୍ତ
ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତJuly 20, 2025
କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀJuly 20, 2025