Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»400 ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ଡଲାର ତୁଳନାରେ 26 ପଇସା ଦୁର୍ବଳ ହେଲା ଟଙ୍କା
ଆଜିର ଖବର

400 ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ଡଲାର ତୁଳନାରେ 26 ପଇସା ଦୁର୍ବଳ ହେଲା ଟଙ୍କା

July 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Markets in panic: Sensex plunges 700 points, Fear index jumps 16%
Markets in panic: Sensex plunges 700 points, Fear index jumps 16%

ସୋମବାର ଭାରତୀୟ ସେୟାର ବଜାରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୋମବାର ସେନ୍‌ସେକ୍ସରେ 400 ପଏଣ୍ଟ ହ୍ରାସ ଘଟିଛି । ଅନ୍ତର୍ଜାତୀୟ ବଜାର ଏହି ସମୟରେ ତଳୁଆ ରହିଥିବାରୁ ଭାରତୀୟ ସେୟାର ବଜାର ମଧ୍ୟ ତଳୁଆ ରହିଛି । ସେନସେକ୍ସ ଏହି ସମୟରେ 400.14 ପଏଣ୍ଟ ତଳକୁ ଖସିବା ସହିତ 37963.87 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟି 117.65 ପଏଣ୍ଟ ତଳକୁ ଖସି 11302.45 ପଏଣ୍ଟରେ ପହଞ୍ଚିଛି । ଶେଷଥର ପାଇଁ ଜୁଲାଇ 8 ତାରିଖରେ ବଜେଟ୍‌ ପରେ ସେନସେକ୍ସରେ ଏହିପରି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି ସମୟରେ ବଜାଜ ଫାଇନାନ୍ସ,, ଏଚ୍‌ଡିଏଫ୍‌ସି, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ବ୍ୟାଙ୍କ କ୍ଷତି ସହିଥିବା ବେଳେ ବେଦାନ୍ତ, ଟାଟଶ ମୋଟର୍ସ, ୟେସ୍‌ ବ୍ୟାଙ୍କ ଏବଂ ଏସିଆନ୍‌ ପେଣ୍ଟସ୍‌ ଲାଭ ହାସଲ କରିଛନ୍ତି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା 26 ପଇସା ଦୁର୍ବଳ ହୋଇଛି । ପୂର୍ବରୁ ଡଲାର ତୂଳନାରେ ଟଙ୍କାର ମୂଲ୍ୟ 68.95  ରହିଥିବା ବେଳେ ବର୍ତ୍ତମାନ ଏହା 69.09 ଟଙ୍କା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

୧୯୪୭ ମସିହାରେ ଭାରତରେ ପେଟ୍ରୋଲର ଦର କେତେ ଥିଲା ? ଜାଣନ୍ତୁ ୭୮ ବର୍ଷ ମଧ୍ୟରେ ଦର କିପରି ବୃଦ୍ଧି ପାଇଛି

May 25, 2026

ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

May 25, 2026

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପିକୁ କଟାକ୍ଷ କଲା ଆପ

May 25, 2026

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

May 25, 2026
Latest News

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026

୧୯୪୭ ମସିହାରେ ଭାରତରେ ପେଟ୍ରୋଲର ଦର କେତେ ଥିଲା ? ଜାଣନ୍ତୁ ୭୮ ବର୍ଷ ମଧ୍ୟରେ ଦର କିପରି ବୃଦ୍ଧି ପାଇଛି

May 25, 2026

ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

May 25, 2026

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପିକୁ କଟାକ୍ଷ କଲା ଆପ

May 25, 2026

ବିଜେଡି ଛାଡିବେ ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପିରେ ମିଶି ପୁଣି ଯିବେ ରାଜ୍ୟସଭା !!

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.