ସ୍ବତନ୍ତ୍ର ଓଜେଇଇ ଫଳାଫଳ ପ୍ରକାଶିତ : ବିଟେକ୍‌କରେ ରବୀନ୍ଦ୍ର ବେହେରା ଟପ୍ପର

Published: Jul 25, 2019, 4:27 pm IST

ଆଜି ସ୍ବତନ୍ତ୍ର ଓଜେଇଇର ଫଳାଫଳ ପ୍ରକାଶ ପାଇଛି । ସମୁଦାୟ 14627 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 14622 ଜଣ କୃତକାର୍ଯ୍ୟ ହୋଇ ରାଙ୍କ ହାସଲରେ ସଫଳ ହୋଇଛନ୍ତି । ବିଟେକ୍‌ରେ ରବୀନ୍ଦ୍ର ବେହେରା ଟପ୍ପର ହୋଇଛନ୍ତି । ଏମ୍‌ବିଏରେ ଚନ୍ଦନ ପାତ୍ର ଟପ୍ପର ହୋଇଛନ୍ତି । ସେହିପରି ଏମ୍‌ସିଏରେ ଅନୀଷ ଅଗ୍ରଓ୍ବାଲ, ବି ଫାର୍ମାରେ ପ୍ରଦୀପ ସାହୁ, ଏମ୍‌ ଫାର୍ମାରେ ବିଶାଲ ସିଂ ଟପ୍ପର ହୋଇଛନ୍ତି ।

Related posts