Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପବନ୍ଧୁ ଆୟୁର୍ବେଦ ମେଡ଼ିକାଲ କଲେଜର ରକ୍ତଦାନ ଶିବିରକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ଗୋପବନ୍ଧୁ ଆୟୁର୍ବେଦ ମେଡ଼ିକାଲ କଲେଜର ରକ୍ତଦାନ ଶିବିରକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

August 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରକ୍ତଦାନ ଶିବିରକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ
ଗୋପବନ୍ଧୁ ଆୟୁର୍ବେଦ ମେଡ଼ିକାଲ କଲେଜର ରକ୍ତଦାନ ଶିବିରକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ୭୯ ତମ ସ୍ୱାଧୀନତା ଦିବସ ଅବସରରେ ପୁରୀ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମେଡ଼ିକାଲ କଲେଜରେ ଆୟୋଜିତ ରକ୍ତଦାନ ଶିବିରକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଶୁଭାରମ୍ଭ କରିଥିଲେ। ତତ୍ ସହିତ ସେଠାରେ ରକ୍ତଦାନ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ଶିବିରରେ ରକ୍ତ ସଂଗ୍ରହ କରୁଥିବା ମେଡିକାଲ କର୍ମଚାରୀ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ଗୋପବନ୍ଧୁ ଆୟୁର୍ବେଦ ମେଡ଼ିକାଲ କଲେଜ ପୁରୀ ପୃଥ୍ୱୀରାଜ ହରିଚନ୍ଦନ ରକ୍ତଦାନ ଶିବିର ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ଆମେରିକାରୁ କିଛି କିଣିବା ବନ୍ଦ କରିଦିଏ ଭାରତ, ତେବେ କ’ଣ ହେବ, କିଏ ଅଧିକ କ୍ଷତି ସହିବ?

August 17, 2025

ଏସପିରୁ ବହିଷ୍କାର ହେବା ପରେମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ବିଧାୟକ ପୂଜା ପାଲ

August 17, 2025

କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ

August 17, 2025

‘ମୁଁ ରାଷ୍ଟ୍ରପତି ଥିବା ଯାଏଁ ତାଇୱାନ ଉପରେ ଆକ୍ରମଣ କରିବ ନାହିଁ ଚୀନ’, ଟ୍ରମ୍ପ୍ ଙ୍କ ବଡ ଦାବି

August 17, 2025
Latest News

ଯଦି ଆମେରିକାରୁ କିଛି କିଣିବା ବନ୍ଦ କରିଦିଏ ଭାରତ, ତେବେ କ’ଣ ହେବ, କିଏ ଅଧିକ କ୍ଷତି ସହିବ?

August 17, 2025

ଏସପିରୁ ବହିଷ୍କାର ହେବା ପରେମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ବିଧାୟକ ପୂଜା ପାଲ

August 17, 2025

ଏନଡିଏ ର ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ, ଆଜି ହୋଇପାରେ ଘୋଷଣା, ଚର୍ଚ୍ଚାରେ..

August 17, 2025

କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ

August 17, 2025

‘ମୁଁ ରାଷ୍ଟ୍ରପତି ଥିବା ଯାଏଁ ତାଇୱାନ ଉପରେ ଆକ୍ରମଣ କରିବ ନାହିଁ ଚୀନ’, ଟ୍ରମ୍ପ୍ ଙ୍କ ବଡ ଦାବି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.