Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉନ୍ନାଓ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ, ଯୋଗୀ ସରକାର ଉପରେ ଭରସା ନାହିଁ : ମମତା ବାନାର୍ଜୀ
ଆଜିର ଖବର

ଉନ୍ନାଓ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ, ଯୋଗୀ ସରକାର ଉପରେ ଭରସା ନାହିଁ : ମମତା ବାନାର୍ଜୀ

July 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସଡକ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିଙ୍କୁ ଟାର୍ଗେଟ୍‌ କରିଛନ୍ତି । ବିଜେପି ସବୁବେଳେ ବଙ୍ଗଳାକୁ ବଦନାମ୍‌ କରିବାକୁ ଚେଷ୍ଟା କରୁଛି କିନ୍ତୁ ୟୁପିରେ କ’ଣ ହେଉଛି ତାହା କ’ଣ ସରକାର ଜାଣିପାରୁନାହାନ୍ତି ବୋଲି କହିଛନ୍ତି ମମତା।  ଉନ୍ନାଓର ପୀଡ଼ିତାଙ୍କର ଗମ୍ଭୀର ଅବସ୍ଥା ତଥା ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମୃତ୍ୟ ଘଟଣାକୁ ନେଇ କଟାକ୍ଷ କରିବା ସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ଓ ସେଠାକାର ଯୋଗୀ ସରକାରଙ୍କ ଉପରେ ବିଶ୍ବାସ କରାଯାଇପାରିବ ନାହିଁ ବୋଲି କହିଛନ୍ତି ମମତା । ଆହୁରି ମଧ୍ୟ ମମତା କହିଛନ୍ତି ଯେ, ୟୁପିରେ ଏବେ କ’ଣ ଚାଲିଛି । ସେଠାରେ ଗୋରକ୍ଷା ନାମରେ ହିଂସା ଅନୁଭୂତ ହେଉଛି । ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍‌ କରିଛନ୍ତି ଯେ, ଜନତାଙ୍କ ପାଇଁ କାମ କରନ୍ତୁ କାରଣ ସେ ଜନତାଙ୍କ ପାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ନିଯୁକ୍ତି ନେଇ ମମତା କହିଛନ୍ତି ଯେ, ସେ ସାମ୍ବିଧାନିକ ତଥା ରାଜ୍ୟପଳ ପର କୌଣସି ଟିପ୍ପଣୀ ଦେବେ ନାହିଁ । ସେ ନୂତନ ରାଜ୍ୟପାଳଙ୍କୁ ସ୍ବାଗତ କରୁଛନ୍ତି । ୟୁପିର ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମର ପୀଡିତା ଏବଂ ତାଙ୍କର ପରିବାର ସହ ଭୟାନକ ଦୁର୍ଘଟଣା ଘଟିଛି । ପଳରେ ପୀଡିତା ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ପୀଡିତାଙ୍କ ଖୁଡୀ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି । ତାଙ୍କ ଓକିଲଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ତେବେ ଏହା ଦୁର୍ଘଟଣା ଥିଲା କିମ୍ବା ପୀଡିତାଙ୍କର ସ୍ୱର କେହି ଚାପିବାକୁ ଚେଷ୍ଟା କରୁଥିଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

September 21, 2025

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୬ ଯାଏଁ ବର୍ଷା ସମ୍ଭାବନା

September 21, 2025
Latest News

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

September 21, 2025

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୬ ଯାଏଁ ବର୍ଷା ସମ୍ଭାବନା

September 21, 2025

ଆଜି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.