Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ
ଆଜିର ଖବର

ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

September 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁରମା ପାଢି
ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ହୋଇଛି। ରଣପୁର ବିକାଶ କାର୍ଯ୍ୟର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ପୌରହିତ୍ୟରେ ଉନ୍ନତି ଯୋଜନାର ଅନେକ ଗୁଡିଏ ପ୍ରକଳ୍ପର ଶୁଭପ୍ରଦାନ କରାଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ, ରଣପୁର ଅନ୍ତର୍ଗତ 15 ଗୋଟି ୱାର୍ଡ ମଧ୍ୟରୁ 12 ଟି ୱାର୍ଡର ବିଭିନ୍ନ ପ୍ରକଳ୍ପ ଯଥା ଗୋଷ୍ଠି କେନ୍ଦ୍ରର ଉନ୍ନତିକରଣ, ରାସ୍ତା ମାନଙ୍କରେ ପେଭର ବିଛାଇବା କାର୍ଯ୍ୟର ଶୁଭପ୍ରଦାନ କରାଗଲା।

ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରେ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ନିବେଦନ ରଖିଥିଲେ। ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୁରମା ପାଢ଼ୀ ଏ ସମସ୍ତ କାର୍ଯ୍ୟର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନଗର ବାସୀଙ୍କ ଅନ୍ୟାନ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଉନ୍ନତି ଯୋଜନାର ଆସିଥିବା 31 ଗୋଟି ଯାହାର ଆନୁମାନିକ ବ୍ୟୟ ଅଟକଳ 84 ଲକ୍ଷ ଟଙ୍କା। ଏହି ସମସ୍ତ ପ୍ରୋଜେକ୍ଟ କୁ ଖୁବଶୀଘ୍ର ସମାପ୍ତ କରିବା ସହିତ ଆଗାମୀ ଦିନରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ, ପରିବା ବଜାର ଏବଂ ଆମିଷ ବଜାର, ତଥା ବିଭିନ୍ନ ଖେଳପଡ଼ିଆର ଉନ୍ନତିକରଣ ଏବଂ ବଧୀ ତଥା ଅନ୍ୟାନ୍ୟ 12 ଗୋଟି ପୁଷ୍କରିଣୀ ର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ନେଇ କହିଥିଲେ।

ସୂଚନାଯୋଗ୍ୟ ଯେ, ଏହି ଅବସରରେ 669 ଗୋଟି ଷ୍ଟ୍ରୀଟ ଲାଇଟ୍ ଏବଂ 8 ଗୋଟି ହାଇ ମାଷ୍ଟ୍ ଲାଇଟ୍ ର ଲୋକାର୍ପଣ କାର୍ଯ୍ୟ ମଧ୍ୟ ହୋଇଥିଲା, ଯାହାକି 2 ସପ୍ତାହ ମଧ୍ୟରେ ରାସ୍ତା ଆଲୋକିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି କହିଥିଲେ। ଏହା ସହିତ ଅନ୍ୟାନ୍ୟ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ଖୁବ୍ ଶୀଘ୍ର ଆରମ୍ଭ କରାଯିବ କଥା କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିବା ସମସ୍ତ କାଉନସିଲର, ସାମ୍ବାଦିକ ବନ୍ଧୁ ଏଵଂ ନଗର ବାସୀଙ୍କୁ ରଣପୁର ବିଜ୍ଞାପିତ ଅଞ୍ଚଳ ର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ୍ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ଅପର ପକ୍ଷ୍ୟ ରେ ସାଂସଦ ଙ୍କୁ ଏ ବିଷୟ ରେ ଅବଗତ କରାଯାଇ ନ ଥିବାରୁ ଏପରିକି ଫଳକ ରେ ସାଂସଦ ଙ୍କ ନାମ ନଥିବାରୁ ଏ ବିଷୟ ଜିଲ୍ଲା ପାଳ ଙ୍କ ପାଖେ ଅଭିଯୋଗ ହୋଇଥିବା ଜଣା ଯାଇଛି।

ରଣପୁର ସୁରମା ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୮ ତାରିଖ ସୋମବାରରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2025

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025
Latest News

ରାଶିଫଳ: ସେପ୍ଟେମ୍ବର ୮ ତାରିଖ ସୋମବାରରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2025

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.