Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ଦିର ବାହାରେ କୌଣସି ଅଣହିନ୍ଦୁ ବିକ୍ରି କରୁଥିଲେ, ତାଙ୍କୁ ପିଟିବା ଉଚିତ”: ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ
ଜାତୀୟ ଖବର

ମନ୍ଦିର ବାହାରେ କୌଣସି ଅଣହିନ୍ଦୁ ବିକ୍ରି କରୁଥିଲେ, ତାଙ୍କୁ ପିଟିବା ଉଚିତ”: ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ

September 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Sadvi Pragya
ମନ୍ଦିର ବାହାରେ କୌଣସି ଅଣହିନ୍ଦୁ ବିକ୍ରି କରିଥିଲେ, ତାଙ୍କୁ ପିଟିବା ଉଚିତ": ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ

ଭୋପାଳ: ଭୋପାଳର ପୂର୍ବତନ ଭାରତୀୟ ଜନତା ପାର୍ଟି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପୁଣି ଥରେ ତାଙ୍କ ବୟାନକୁ ନେଇ ବିବାଦରେ ଫସିଛନ୍ତି। ଏକ ଦୁର୍ଗାବାହିନୀ କାର୍ଯ୍ୟକ୍ରମରେ ଭାଷଣ ଦେଇ ସାଧ୍ୱୀ ପ୍ରଜ୍ଞା ମଞ୍ଚରୁ କହିଛନ୍ତି ଯେ, ଯଦି ଅଣହିନ୍ଦୁମାନେ ମନ୍ଦିର ବାହାରେ ପ୍ରସାଦ ବିକ୍ରୟ କରୁଥିବାର ଦେଖାଯା’ନ୍ତି, ତେବେ ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ ସେମାନଙ୍କୁ ପିଟି ଶିକ୍ଷା ଦିଆଯିବା ଉଚିତ। ଏହା ବ୍ୟତୀତ ସେ ଲୋକଙ୍କୁ ପ୍ରତ୍ୟେକ ଘରେ ଧାରୁଆ ଅସ୍ତ୍ର ରଖିବାକୁ ନିବେଦନ କରିଛନ୍ତି, ଯାହା ଦ୍ୱାରା ଆବଶ୍ୟକ ହେଲେ ସେଗୁଡ଼ିକୁ ବ୍ୟବହାର କରାଯାଇପାରିବ।

ପୂର୍ବତନ ସାଂସଦ କହିଛନ୍ତି ଯେ, ନବରାତ୍ରି ସମୟରେ ଆମ ମନ୍ଦିର ନିକଟରେ କିଏ ପ୍ରସାଦ ବିକ୍ରୟ କରେ ତାହା ଜାଣିବା ପାଇଁ ଗୋଷ୍ଠୀ ଗଠନ କରାଯିବା ଉଚିତ। ଯଦି କୌଣସି ଅଣହିନ୍ଦୁ ପ୍ରସାଦ ବିକ୍ରୟ କରୁଥିବାର ଦେଖାଯାଏ, ତେବେ ଯଥାସମ୍ଭବ ସେମାନଙ୍କୁ ପିଟ। ଆମେ ଅଣହିନ୍ଦୁ ଲୋକଙ୍କଠାରୁ ପ୍ରସାଦ କିଣିବୁ ନାହିଁ। ଆମେ ସେମାନଙ୍କୁ ବିକ୍ରି କରିବାକୁ ଦେବୁ ନାହିଁ, କିମ୍ବା ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେବୁ ନାହିଁ।

ତାଙ୍କର ଏହି ବୟାନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଦଳ ଏବଂ ସାମାଜିକ ସଂଗଠନ ଏହାକୁ ହିଂସା ପାଇଁ ଖୋଲା ଆହ୍ୱାନ ବୋଲି କହି କଡ଼ା ନିନ୍ଦା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଧ୍ୱୀ ପ୍ରଜ୍ଞା ତାଙ୍କ ଭାଷଣରେ ମହିଳା ଏବଂ ଝିଅମାନଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ, ଦୁର୍ଗା ବାହିନୀର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଘରେ ଶକ୍ତି ସଂଚାର କରିବ। ବର୍ତ୍ତମାନ, ଏହି ବିବୃତ୍ତି ଉପରେ ବିଜେପି କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Bhopal News SADVI PRAGYA SINGH THAKUR
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଭାରତୀୟ ଜାହାଜ ଉପରେ ଆକ୍ରମଣ: ୨୪ ଭାରତୀୟଙ୍କୁ ଉଦ୍ଧାର କଲା ଓମାନ

June 9, 2026

ପଞ୍ଜାବ ସରକାରର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଇଡି ର ବଡ଼ କାର୍ଯ୍ୟାନୁଷ୍ଠାନ: ଚଢାଉ ଜାରି

June 9, 2026

“ତୁମେ ଏକା ହୋଇଯିବ”: ଇସ୍ରାଏଲର ଇରାନ ଆକ୍ରମଣ ପରେ ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଚେତାବନୀ

June 9, 2026

ନିର୍ବାଚନ ପରାଜୟରୁ ବିଦ୍ରୋହ ପର୍ଯ୍ୟନ୍ତ: ୪୦ଦିନରେ କିପରି ବଦଳିଗଲା ବଙ୍ଗ ରାଜନୀତି

June 9, 2026
Latest News

ସମୁଦ୍ରରେ ଭାରତୀୟ ଜାହାଜ ଉପରେ ଆକ୍ରମଣ: ୨୪ ଭାରତୀୟଙ୍କୁ ଉଦ୍ଧାର କଲା ଓମାନ

June 9, 2026

ପଞ୍ଜାବ ସରକାରର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଇଡି ର ବଡ଼ କାର୍ଯ୍ୟାନୁଷ୍ଠାନ: ଚଢାଉ ଜାରି

June 9, 2026

ଡାଟା ଏଣ୍ଟ୍ରି ଅପରେଟର ଗିରଫ

June 9, 2026

“ତୁମେ ଏକା ହୋଇଯିବ”: ଇସ୍ରାଏଲର ଇରାନ ଆକ୍ରମଣ ପରେ ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଚେତାବନୀ

June 9, 2026

ବରମୁଣ୍ଡା ବସଷ୍ଟାଣ୍ଡରୁ ୪ ଯୁବତୀ ଉଦ୍ଧାର

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.