Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ
ଆଜିର ଖବର

ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

October 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପୋଲିସ
ସୋସିଆଲ ମିଡ଼ିଆ ଉପରେ ଓଡିଶା ପୋଲିସର ବାର୍ତ୍ତା: ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

ଭୁବନେଶ୍ଵର: ଆଜିକାଲିର ଯୁବପିଢି ସୋସିଆଲ ମିଡ଼ିଆକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଅନେକ କିଛି ଭଲ ଖବର ମିଳୁଥିବା ବେଳେ ଅନେକ ମିଥ୍ୟା ଖବର ପ୍ରସାରିତ ହେଉଛି। ଯାହା ଫଳରେ ସମାଜରେ ଖରାପ ବାତାବରଣ ସୃଷ୍ଟି ହେଉଛି। ଏହା ଦ୍ଵାରା ଅନେକ ସମୟରେ ହିଂସା ମଧ୍ୟ ଦେଖିବାକୁ ମିଳୁଛି। ତେବେ ସୋସିଆଲ ମିଡିଆ ମାଧ୍ୟମରେ କୌଣସି ମିଥ୍ୟା ଖବର, ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ଦୂରେଇ ରହିବା ପାଇଁ ଓଡିଶା ପୋଲିସ ଏକ ମାର୍ଗଦର୍ଶିକା ଜାରି କରିଛି। ‘ଏକ୍ସ’ ମାଧ୍ୟମରେ ଜନସାଧାରଣଙ୍କୁ ଓଡିଶା ପୋଲିସ ଏନେଇ ଏକ ବାର୍ତ୍ତା ସେୟାର କରିଛି।

ଓଡିଶା ପୋଲିସ ‘ଏକ୍ସ’ ରେ ଲେଖିଛି ଯେ, ସୋସିଆଲ ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। ଏହା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ। ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ନାଗରିକମାନେ ସଚେତନ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମିଛ ଭିଡିଓ କିମ୍ବା ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ।

ଉତ୍ତେଜନାମୂଳକ ପୋଷ୍ଟ ଓଡିଶା ପୋଲିସ ସୋସିଆଲ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025

ରାହୁଲ ଦ୍ରାବିଡଙ୍କ ପୁଅ ଅନବୟଙ୍କ ଚମତ୍କାର ପ୍ରଦର୍ଶନ!: ଦ୍ୱିତୀୟ ଥର ପାଇଁ ଜିତିଲେ KSCA ପୁରସ୍କାର

October 6, 2025

ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍‍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ

October 6, 2025

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025
Latest News

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025

ରାହୁଲ ଦ୍ରାବିଡଙ୍କ ପୁଅ ଅନବୟଙ୍କ ଚମତ୍କାର ପ୍ରଦର୍ଶନ!: ଦ୍ୱିତୀୟ ଥର ପାଇଁ ଜିତିଲେ KSCA ପୁରସ୍କାର

October 6, 2025

ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍‍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ

October 6, 2025

ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

October 6, 2025

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.