Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସେସ୍‌ ଟେଷ୍ଟ : ବର୍ନସ୍‌ଙ୍କ ଶତକ ପରେ ଡ୍ରାଇଭର୍‌ ସିଟ୍‌ରେ ଇଂଲଣ୍ଡ
ଆଜିର ଖବର

ଆସେସ୍‌ ଟେଷ୍ଟ : ବର୍ନସ୍‌ଙ୍କ ଶତକ ପରେ ଡ୍ରାଇଭର୍‌ ସିଟ୍‌ରେ ଇଂଲଣ୍ଡ

August 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଆସେସ୍‌ ଟେଷ୍ଟରେ ଇଂଲଣ୍ଡ 90 ରନ୍‌ର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 284 ରନ୍‌ ସଂଗ୍ରହ କରିଥିବା ବେଳେ ତୃତୀୟ ଦିବସର ଦ୍ବିତୀୟ ସେସନ୍‌ ସୁଦ୍ଧା ଇଂଲଣ୍ଡ ସମସ୍ତ ଓ୍ବିକେଟ୍‌ ହରାଇ 374 ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଓପ୍‌ନର ରୋରି ବର୍ନସ ଚଳିତ ଆସେସ୍‌ର ଦ୍ବିତୀୟ ଶତକ ହାସଲ କରିଥିଲେ । ବର୍ନ୍ସଙ୍କ ବ୍ୟତୀତ ଅଧିନାୟକ ଜୋ ରୁଟ୍‌ (57) ଏବଂ ବେପ୍‌ ଷ୍ଟୋକ୍ସ (50) ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଭାଗରେ କ୍ରିସ୍‌ ଓକ୍ସ (37*) ଏବଂ ଷ୍ଟୁଆର୍ଟ ବ୍ରଡ୍‌(29) 9ମ ଓ୍ବିକେଟ୍‌ରେ 65 ରନ୍‌ର ଭାଗିଦାରୀ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍‌ସ ଏବଂ ନାଥାନ ଲିୟନ୍‌ 3ଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଜେମ୍‌ସ ପ୍ୟାଟ୍ଟିନ୍‌ସନ ଏବଂ ପିଟର ସିଡିଲ୍‌ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ସ୍ମିଥ୍‌ଙ୍କ ଶତକ ସହାୟତାରେ 2845 ରନ୍‌ ସଂଗ୍ରହ କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

Odisha Anganbadi: ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢିଛି ୭୦ଟି ଅଙ୍ଗନବାଡି କେନ୍ଦ୍ର

September 21, 2025

Foreign Tourist: ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

September 21, 2025

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

September 21, 2025
Latest News

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

Odisha Anganbadi: ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢିଛି ୭୦ଟି ଅଙ୍ଗନବାଡି କେନ୍ଦ୍ର

September 21, 2025

Foreign Tourist: ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

September 21, 2025

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

September 21, 2025

Chai Pe Charcha: ଭୁବନେଶ୍ବରର ଏକ ଛକର ଚା ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.