Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକ୍ସନ୍‌ ମୋଡ୍‌ରେ କମିଶନରେଟ ପୋଲିସ : ବରଗଡ ଚିଲି ପୋଖରୀରେ ଦୁଇ ଅପରାଧୀଙ୍କୁ ଏନ୍‌କାଉଣ୍ଟର
ଆଜିର ଖବର

ଆକ୍ସନ୍‌ ମୋଡ୍‌ରେ କମିଶନରେଟ ପୋଲିସ : ବରଗଡ ଚିଲି ପୋଖରୀରେ ଦୁଇ ଅପରାଧୀଙ୍କୁ ଏନ୍‌କାଉଣ୍ଟର

August 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କ୍ରମାଗତ ଦ୍ବିତୀୟ ଦିନ ପାଇଁ ଆକ୍ସନ୍‌ ମୋଡ୍‌ରେ ରହିଛି କମିଶନରେଟ ପୋଲିସ୍‌ । ବରଗଡର ଚିଲିପୋଖରୀ ଅଞ୍ଚଳରେ ସଙ୍ଗଠିତ ଏନ୍‌କାଉଣ୍ଟରରେ ପୋଲିସ୍‌ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୁଇ ଅପରାଧୀଙ୍କ ନାମ ସିପୁନ କବି ଏବଂ ହରେକୃଷ୍ଣ ସ୍ବାଇଁ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ପୋଲିସ୍‌ ଏକ ମାଉଜର, ଏକ ଖେଳନା ବନ୍ଧୁକ, ଗାଡି ଏବଂ ପଇସା ଜବତ କରିଛି । ପୋଲିସ୍‌କୁ ଦେଖି ଉଭୟ ଅପରାଧୀ ଖସିଯିବାକୁ ଉଦ୍ୟମ କରି ଗୁଳିଚାଳନା କରିଥିଲେ । ପୁଲିସ୍‌ ପକ୍ଷରୁ ପାଲଟା ଗୁଳିଚାଳନାରେ ଉଭୟ ଅପରାଧୀ ଆହତ ହୋଇଥିଲେ । ଉଭୟଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଏହି ଦୁଇ ଅଭିଯୁକ୍ତ ଗତକାଲି ଏନ୍‌କାଉଣ୍ଟରରେ ଆହତ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି ବୋଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

ଆଜି ଜୁନ ୦୧ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

June 1, 2026

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.