Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜମ ଖାନ୍‌ଙ୍କ ଅଡୁଆ ବଢିଲା : ଜମି ଜବରଦଖଲ ଓ ବିଶ୍ବବିଦ୍ୟାଳୟକୁ ନେଇ 27ଟି ମାମଲା ରୁଜୁ
ଆଜିର ଖବର

ଆଜମ ଖାନ୍‌ଙ୍କ ଅଡୁଆ ବଢିଲା : ଜମି ଜବରଦଖଲ ଓ ବିଶ୍ବବିଦ୍ୟାଳୟକୁ ନେଇ 27ଟି ମାମଲା ରୁଜୁ

August 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମାଜବାଦୀ ପାର୍ଟି ନେତା ତଥା ଲୋକସଭା ସାଂସଦ ଆଜମ୍‌ ଖାନ୍‌ଙ୍କ ଅଡୁଆ ବଢିଛି । ଶନିବାର ସୁଦ୍ଧା ଆଜମ୍‌ ଖାନ୍‌ଙ୍କ ବିପକ୍ଷରେ 27ଟି ମାମଲା ରୁଜୁ କରାଯାଇଛି । କୃଷକଙ୍କ ଜମି ଜବରଦଖଲ ଏବଂ ନିଜ ବିଶ୍ବବିଦ୍ୟାଳୟରେ ବିରଳ ଏବଂ ପୁରାତନ ପୁସ୍ତକ ରଖିବା ନେଇ ଆଜମ୍‌ଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅଖିଳେଶ ଯାଦବ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ଆଜମ୍‌ଙ୍କ ବିରୋଧରେ ଜୁଲାଇ 11 ପରଠାରୁ ଏହି ସମସ୍ତ ମାମଲା ରୁଜୁ କରାଯାଇଥିବା ନେଇ ରାମପୁର ଏସ୍‌ପି ଅଜୟ ପାଲ ଶର୍ମା ପ୍ରକାଶ କରିଛନ୍ତି । ଏହି ମାମଲା ମଧ୍ୟରେ 24ଟି ଜମି ଅଧିଗ୍ରହଣକୁ ନେଇ ରହିଥିବା 3ଟି ବିରଳ ପୁସ୍ତକକୁ ନେଇ ରହିଛି । ଧାରା 323, 342, 447, 389 ଏବଂ 506 ଅନୁସାରେ ଆଜମ୍‌ଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମଙ୍କୁ 10 ବର୍ଷରୁ ଅଧିକ ଜେଲ ଦଣ୍ଡ ମିଳିବ ବୋଲି ଏସ୍‌ପି ଅଜୟ ପାଲ ଶର୍ମା ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026

କ’ଣ ଏଲପିଜି ରିଫିଲ୍‌ ବୁକିଂ ସମୟସୀମା ୪୫ ଦିନ?: ସ୍ପଷ୍ଟିକରଣ ଦେଲେ ସରକାର

March 25, 2026

ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ: ରାହୁଲ ଗାନ୍ଧୀଙ୍କ କେରଳ ଗସ୍ତ ରଦ୍ଦ

March 25, 2026
Latest News

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026

ହୋଟେଲ ଏବଂ ରେଷ୍ଟୁରାଣ୍ଟରେ “ଏଲପିଜି ଚାର୍ଜ” କୁ ବେଆଇନ କହିଲେ ସରକାର: ଲାଗୁ କଲେ ନିଷେଧାଦେଶ

March 25, 2026

କ’ଣ ଏଲପିଜି ରିଫିଲ୍‌ ବୁକିଂ ସମୟସୀମା ୪୫ ଦିନ?: ସ୍ପଷ୍ଟିକରଣ ଦେଲେ ସରକାର

March 25, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.