Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ
ଆଜିର ଖବର

ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ

November 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ
ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର- କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାତିରେ ଏକ ଘରୋଇ ବସ୍ ଟ୍ରଲର କୁ ଧକ୍କା ଦେଇଛି। ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ବସରେ ବସିଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ, ସମ୍ବଲପୁର ଯାଉଥିବା ଘରୋଇ ବସ ଟି ରେଢ଼ାଖୋଲ ଥାନା ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ର ପଛରେ ଧକ୍କା ଦେଇ ଥିଲା। ଯା’ ଫଳରେ ବସର କଣ୍ଡକ୍ଟର ମୃତ୍ୟୁ ବରଣ କରି ଥିବା ବେଳେ ଦଶରୁ ଅଧିକ ଆହତ ହୋଇ ରେଢ଼ାଖୋଲ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିଲା। ବସ ରେ ୩୪ଜଣ ଯାତ୍ରୀ ବସିଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି। ରେଢ଼ାଖୋଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ରେଢ଼ାଖୋଲ ଥାନା ଲୁହାପଙ୍କ ଛକ ସମ୍ବଲପୁର - କଟକ
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025

Nuapada Voting: ସକାଳ ୯:୦୦ ସୁଦ୍ଧା ମତଦାନର ହାର ୧୪.୯୯ ପ୍ରତିଶତ

November 11, 2025

ଦିଲ୍ଲୀ ବିସ୍ଫୋରଣ: ଭାରତରେ ଇସ୍ରାଏଲୀ ରାଷ୍ଟ୍ରଦୂତଙ୍କ ଶୋକ ପ୍ରକାଶ

November 11, 2025

‘ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫’ ରେ ସମ୍ମାନିତ ହେବେ ସୁର୍ଯ୍ୟସ୍ନାତ ତ୍ରିପାଠୀ

November 11, 2025
Latest News

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025

Nuapada Voting: ସକାଳ ୯:୦୦ ସୁଦ୍ଧା ମତଦାନର ହାର ୧୪.୯୯ ପ୍ରତିଶତ

November 11, 2025

ଦିଲ୍ଲୀ ବିସ୍ଫୋରଣ: ଭାରତରେ ଇସ୍ରାଏଲୀ ରାଷ୍ଟ୍ରଦୂତଙ୍କ ଶୋକ ପ୍ରକାଶ

November 11, 2025

‘ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫’ ରେ ସମ୍ମାନିତ ହେବେ ସୁର୍ଯ୍ୟସ୍ନାତ ତ୍ରିପାଠୀ

November 11, 2025

‘ମାଳି ପୁଟ ମେଲୋଡିଜ୍’ – ଭାରତୀୟ ପାନୋରାମା ପାଇଁ ମନୋନୀତ ଏକମାତ୍ର ଓଡ଼ିଆ ଫିଚର ଫିଲ୍ମ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.