Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ
ବିଶେଷ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ

November 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଅପରାଜିତା ଷଡଙ୍ଗୀ
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ..

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତଥା ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତାଙ୍କ ବାହାଘର। ଆଜି ଦିଲ୍ଲୀ ଅଶୋକାରୋଡରେ ଏହି ବର୍ଣ୍ଣାଢ୍ୟ ବାହାଘର ପାଇଁ ବଡ ଆୟୋଜନ ଚାଲିଛି। ଦୁଇଦିନ ପୂର୍ବରୁ ଅପରାଜିତାଙ୍କ ବନ୍ଧୁବାନ୍ଧବ ସହିତ କେତେକ ବିଶେଷ ଅତିଥି ସେଠାରେ ଡେରା ପକାଇଛନ୍ତି। ସେମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଅର୍ଚ୍ଚିତାଙ୍କ ହଳଦୀ ମେହେନ୍ଦୀ ଉତ୍ସବ ଆୟୋଜନ ହୋଇଯାଇଛି।

ଦିଲ୍ଲୀରେ ଆୟୋଜିତ ହଳଦୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଜେପି ନେତା ବିଶ୍ବରଞ୍ଜନ ବଡଜେନା, ଉମେଶ ଖଣ୍ଡେୱାଲ ପ୍ରମୁଖ ବହୁ ନେତା ଯୋଗ ଦେଇଛନ୍ତି। ତେବେ ଆଜିର ବାହାଘର ଉତ୍ସବରେ ଦେଶର ପ୍ରମୁଖ ଭିଭିଆଇପିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ ଶାହା, ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଯୋଗଦେବେ। ସେହିପରି ବହୁ ବରିଷ୍ଠ ଆଇଏଏସ ଅଧିକାରୀ ମଧ୍ୟ ଏହି ବାହାଘରରେ ଅତିଥୀ ହେବେ। ତେବେ ପ୍ରଧାନମନ୍ତ୍ରୀ ଦେଶ ବାହାରେ ଥିବାରୁ ସେ ଏଥିରେ ଯୋଗ ଦେଉପାରୁ ନାହାଁନ୍ତି।

ତେବେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତା କାହାକୁ ବାହା ହେଉଛନ୍ତି ଏବଂ ନିଜେ ଅର୍ଚ୍ଚିତା କଣ କରୁଛନ୍ତି ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଅର୍ଚ୍ଚିତା ଷଡଙ୍ଗୀ ବର୍ତ୍ତମାନ ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଏମବିଏ କରୁଛନ୍ତି। ଆଉ ତାଙ୍କ ଭାବି ସ୍ବାମୀ ବା ଅପରାଜିତାଙ୍କ ଜ୍ବାଇଁ ହେଉଛନ୍ତି ଆନ୍ଧ୍ର କ୍ୟାଡରର ୨୦୨୪ ବ୍ୟାଚର ଆଇଏଏସ ଅଫିସର। ତାଙ୍କ ନାମ ହେଉଛି ସଚୀନ ରାହା। ତାଙ୍କ ଘର ରାଜସ୍ଥାନ ଝୁନଝୁନ ଜିଲ୍ଲାରେ ଅବସ୍ଥିତ।ଏହି ବାହାଘର ନେଇ ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ବେଶ ଚର୍ଚ୍ଚା ଚାଲିଛି।

ଡିସେମ୍ବର ୧୪ ତାରିଖରେ ଅପରାଜିତା ଭୁବନେଶ୍ବର ବରମୁଣ୍ଡା ପଡିଆରେ ରିସେପ୍ସନ ଭୋଜି ଦେବାର ଯୋଜନା କରିଛନ୍ତି।

Ayush Pavilion Emerges as a Major Attraction at India International Trade Fair 2025 ( Click Here To Read)

MP Aparajita Sarangi Santosh Sarangi ଅପରାଜିତା ଷଡଙ୍ଗୀ ଅପରାଜିତାଙ୍କ ଝିଅ ବାହାଘର ଅର୍ଚ୍ଚିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସନ୍ତୋଷ ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ: ଜାତୀୟ ଅଡିଟ୍ ସପ୍ତାହ ପାଳିତ

November 22, 2025

ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

November 22, 2025

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ କାର୍ଯ୍ୟକ୍ରମ

November 22, 2025

‘ବିଏସ୍ଏଫ୍’ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

November 21, 2025
Latest News

ବିଶ୍ବାସ କରନ୍ତୁ, ମାର୍ଗଶିର ମାସରେ ଏହି କେତୋଟି କଥା କଲେ ଆପଣଙ୍କର ବେଶ୍ ଶୁଭପ୍ରାପ୍ତି ହେବ

November 22, 2025

ବିଶ୍ୱ ଟେଲିଭିଜନ ଦିବସ ୨୦୨୫: ଦେଶବ୍ୟାପୀ ୬.୫ କୋଟି ଡିଡି ମାଗଣା ଡିସ୍ ଘର

November 22, 2025

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ

November 22, 2025

ଚାଣକ୍ୟ ନୀତି: ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ

November 22, 2025

ପୁରୀ: ଜାତୀୟ ଅଡିଟ୍ ସପ୍ତାହ ପାଳିତ

November 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.