Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା
ଆଜିର ଖବର

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Unauthorized recruitment without permission is prohibited.
Unauthorized recruitment without permission is prohibited.

ଭୁବନେଶ୍ୱର: ଏଣିକି ବିନା ଅନୁମତିରେ କଲେଜରେ ନିଯୁକ୍ତି କରାଯାଇପାରିବ ନାହିଁ । କିଛି ସରକାରୀ ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଉଥିଲା । ଏହା ଉପରେ ସରକାର ରୋକ୍ ଲଗାଇଛନ୍ତି । ଏଣିକି ବିନା ଅନୁମତିରେ ଅନଧିକୃତ ନିଯୁକ୍ତି କରାଯାଇପାରିବ ନାହିଁ । ସରକାରୀ କଲେଜରେ ଅଣ ଶିକ୍ଷକ ନିଯୁକ୍ତି ଉପରେ ଲଗାମ ଲଗାଇଲା ଉଚ୍ଚଶିକ୍ଷା ବିଭାଗ । ଏଣିକି ବିନା ଅନୁମତିରେ ଅଣଶିକ୍ଷକ ନିଯୁକ୍ତି କରାଯାଇପାରିବ ନାହିଁ । ଏପରି ଠିକା ନିଯୁକ୍ତିକୁ ତାଗିଦ୍ କରିଛି ଉଚ୍ଚଶିକ୍ଷା ବିଭାଗ । ମନଇଚ୍ଛା ନିଯୁକ୍ତି ଓ ଆଉଟସୋର୍ସିଂ ନିଯୁକ୍ତି ଉପରେ ରୋକ୍ ଲଗାଇଛି ଉଚ୍ଚଶିକ୍ଷା ବିଭାଗ । ଏଣିକି ସରକାରୀ ବିଶ୍ୱବିଦ୍ୟାଳୟ ମନଇଚ୍ଛା ନିଯୁକ୍ତି କରିପାରିବ ନାହିଁ । ବିଭାଗର ବିନାଅନୁମତିରେ ଅଣଶିକ୍ଷକ କର୍ମଚାରୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଅନଧିକୃତ ନିଯୁକ୍ତି ଦିଆଯାଇପାରିବ ନାହିଁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ । ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇପାରିବ ନାହିଁ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ ।

prohibited. Unauthorized. recruitment without permission
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026
Latest News

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.