Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦
ଆଜିର ଖବର

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲୋକସଭା ଆସନ
ଲୋକସଭାରେ ପାରିତ ହେଲା ବନ୍ଦେ ମାତରମ୍ ବିଲ୍

ନୂଆଦିଲ୍ଲୀ: ଲୋକସଭା ଆସନ ବଢାଇବାକୁ କେନ୍ଦ୍ରସରକାର ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବିତ ବିଲ୍ ଅନୁସାରେ ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ରହିଛି। କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ଆସନ ସଂଖ୍ୟା ୩୫ ହେବା ନେଇ ପ୍ରସ୍ତାବ ରହିଛି। ଦେଶରେ ଏହି ଆଇନରେ ପରିବର୍ତ୍ତନ ହେଲେ ଓଡ଼ିଶାର ଆସନ ସଂଖ୍ୟା ବଢିବ।

ସମ୍ବିଧାନ ସଂଶୋଧନ ପାଇଁ ଏକ ସମ୍ଭାବ୍ୟ ପ୍ରୟାସ ପୂର୍ବରୁ ସରକାର ସାଂସଦମାନଙ୍କ ସହିତ ଡ୍ରାଫ୍ଟ ବିଲ୍ ସେୟାର କରିଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ନୂତନ ଲୋକସଭାର ସଦସ୍ୟ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ୮୫୦ ହେବ।

କେନ୍ଦ୍ର ସରକାର ଲୋକସଭାକୁ ୫୪୩ ରୁ ୮୫୦ ଆସନକୁ ବିସ୍ତାର କରିବାକୁ ପ୍ରସ୍ତାବ ଦେଇଛନ୍ତି, ଏହା ଏକ ପଦକ୍ଷେପ ଯାହା ଦୀର୍ଘ ଦିନ ଧରି ପଡ଼ି ରହିଥିବା ମହିଳା ସଂରକ୍ଷଣ ଆଇନକୁ ନୂତନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହିତ କାର‌୍ୟ୍ୟକାରୀ କରିବା ପାଇଁ ପଥ ପ୍ରଶସ୍ତ କରିବ।

ସୂତ୍ର ଅନୁଯାୟୀ, ସଂପ୍ରସାରଣର ରୂପରେଖା ସହିତ ଏକ ଡ୍ରାଫ୍ଟ ବିଲ୍ ସାଂସଦମାନଙ୍କ ସହ ସେୟାର କରାଯାଇଛି, ସରକାର ସଂସଦର ଏକ ସ୍ୱତନ୍ତ୍ର ତିନି ଦିନିଆ ଅଧିବେଶନରେ ପ୍ରମୁଖ ସାମ୍ବିଧାନିକ ସଂଶୋଧନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ ଲୋକସଭା ଆସନ ସଂଖ୍ୟା ୫୪୫ ଆସନ ରହିଛି। ଏବେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଛନ୍ତି। ୩୫ ପ୍ରତିଶତ ମହିଳାଙ୍କ ସଂରକ୍ଷଣ ବିଲ୍ ମଧ୍ୟ ଆହୁରି ଆସନ ସଂଖ୍ୟା ବଢିବା ନେଇ ସୂଚନା ରହିଛି। ତେବେ ଏହାକୁ ନେଇ ଆଲୋଚନା ଆରମ୍ଭ ହେବ। ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ କ’ଣ ବିଚାର କରୁଛନ୍ତି ତାହା ଆଗାମୀ ସମୟରେ ଜଣାପଡ଼ିବ। ବିଲ୍‌କୁ ନେଇ ସରକାରଙ୍କ ଆଭିମୁଖ୍ୟ ଆଗାମୀ ସମୟରେ ସ୍ପଷ୍ଟ ହେବ। ସଂସଦରେ ଏହାକୁ ନେଇ ଆଲୋଚନା ହେବା ପରେ ଏହାର ଉଭୟ ଦିଗ ହେବ।

#Seat Increase lokasabha
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.