ବାଲେଶ୍ଵର : ପୋଖରୀରେ ବୁଡି ୨ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଗାଧୋଇବା ସମୟରେ ଦୁଇ ଛାତ୍ର ବୁଡି ଯାଇଥିଲେ । ମୃତକ ଭଦ୍ରକ ଅଞ୍ଚଳର । ସମରକୋର୍ସ ପାଇଁ ବାଲେଶ୍ଵର ଟାଉନ ଥାନା ମାନସିଂ ବଜାରରେ ଘରୋଇ ହଷ୍ଟେଲରେ ଦୁଇ ଛାତ୍ର ରହୁଥିଲେ ।