ସୋର : ଖଇରା କନିଷ୍ଠ ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମୋରମ ମଫିଆ । କୁପାରି ଅଞ୍ଚଳରେ ଚଢାଉ କରିବାକୁ ଯାଇଥିବାବେଳେ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଗୋଟିଏ କାର ଓ ୨ଟି ବାଇକରେ ଆସି ମୋରମ ମଫିଆ ଆକ୍ରମଣ କରିଥିଲେ ।