ସୋର : ଖଇରା ଧୋବାଗାଡିଆଠାରେ କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର । ମିଳିଥିବା ସୂଚନା ଅନୁସାରେ ସ୍କୁଟିରେ ବସି କଥା ହେଉଥିବାବେଳେ ପଛରୁ କାର ଧକ୍କା ଦେଇଥିଲା । ଗୁରୁତର ଆହତଙ୍କୁ ଭଦ୍ରକ ନେବା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆର ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଫେରାର ଅଛି।


