କେନ୍ଦ୍ରାପଡା : କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ରଣପଡ଼ା ଅଞ୍ଚଳରେ ବ୍ଳାଙ୍କ ଫାୟାରିଙ୍ଗ ହୋଇଛି। ଠିକା କାମକୁ ନେଇ ଏହି ଫାଙ୍କା ଗୁଳି ଚାଳନା ହୋଇଥିବାର ସୂଚନା ରହିଛି । 5 ରାଉଣ୍ଡ ଗୁଳି ଚଳାଇ ଦୁବୁର୍ତ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ।