Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର
ଆଜିର ଖବର

Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

June 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Raja Bazar
Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

Raja Bazar: ପର୍ବପର୍ବାଣିରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ଲାଗି ଭାରତର ସର୍ବବୃହତ୍ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା Reliance Retail ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସ ପକ୍ଷରୁ “ଟ୍ରେଣ୍ଡ୍‌ସ ରଜ ଫ୍ୟାଶନ୍ ଆଇକନ୍” ନାମରେ ଏକ ରଜ ଅଭିଯାନ ଘୋଷଣା କରାଯାଇଛି।

ଗ୍ରାହକଙ୍କ ପାଇଁ ରଜକୁ ଅଧିକ ଆକର୍ଷଣୀୟ ଓ ଲାଭଦାୟକ କରିବା ନିମନ୍ତେ ଏହି ସ୍ବତନ୍ତ୍ର ଅଭିଯାନ ଅଧୀନରେ ପଦକ୍ଷେପ ନିଆଯାଇଛି। ଏଥିରେ ଯେଉଁ ଗ୍ରାହକ ୩୪୯୯ ଟଙ୍କା ଓ ତାହା ଠାରୁ ଅଧିକ ମୂଲ୍ୟର ଶପିଂ କରିବେ ସେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ।

ଏହି ସମୟ ମଧ୍ୟରେ ଗ୍ରାହକମାନେ ଟ୍ରେଣ୍ଡ୍‌ସ ରଜ ଫ୍ୟାଶନ୍ ଆଇକନ୍ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇବେ।

ଟ୍ରେଣ୍ଡ୍‌ସ ଗ୍ରାହକଙ୍କୁ ଏଥିପାଇଁ ଆମନ୍ତ୍ରଣ କରୁଛି। ଏଥିରେ ଗ୍ରାହକମାନେ ସେମାନଙ୍କ ସେଲ୍‌ଫି ନେଇ ଷ୍ଟୋର୍ ପରିସରରେ ଥିବା କ୍ୟୁଆର୍ କୋଡ୍‌ରେ ଅପଲୋଡ୍ କରିପାରିବେ। ଫଳରେ ସେମାନେ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ପ୍ରତିଯୋଗିତାରେ ଭାଗ ନେବା ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଜିତିବା ସୁଯୋଗ ରହିଛି।

ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ୨ ସହର ଏବଂ ଏହା ବାହାରେ ଭାରତର ଉପଭୋକ୍ତାମାନଙ୍କ ନିକଟରେ ଏହାର ପହଞ୍ଚଏବଂ ସଂଯୋଗକୁ ସୁଦୃଢ଼ କରି ଟ୍ରେଣ୍ଡ୍‌ସ ପ୍ରକୃତରେ ଭାରତରେ ଫ୍ୟାଶନ୍‌କୁ ଗଣତାନ୍ତ୍ରିକ କରୁଛି। ଫଳରେ ଏହା ଭାରତର ପ୍ରିୟ ଫ୍ୟାଶନ୍‌ ସପିଂ ଗନ୍ତବ୍ୟସ୍ଥଳ ପାଲଟିଛି।

ଟ୍ରେଣ୍ଡ୍‌ସ ଷ୍ଟୋରରେ ଆଧୁନିକ ଲୁକ୍ ଏବଂ ପରିବେଶ ରହିଛି। ଏଠାରେ ଉତ୍ତମ ଗୁଣବତ୍ତା ଏବଂ ଫ୍ୟାଶନ୍ ସାମଗ୍ରୀର ଏକ ଆକର୍ଷଣୀୟ ପରିସର ରହିଛି ଯାହା ସଂପୃକ୍ତ ଅଞ୍ଚଳର ଉପଭୋକ୍ତାମାନଙ୍କ ପାଇଁ ପ୍ରାସଙ୍ଗିକ ହୋଇଥାଏ। ଏଠାରେ ସୁଲଭ ମୂଲ୍ୟରେ ସାମଗ୍ରୀ ମିଳିବା ସହ ଖର୍ଚ୍ଚ କରୁଥିବା ଟଙ୍କାର ସର୍ବାଧିକ ମୂଲ୍ୟ ମିଳିଥାଏ।

ସହରର ଗ୍ରାହକମାନେ ଟ୍ରେଣ୍ଡି ଓମେନ୍ସ ୱେୟାର, ପୁରୁଷ ପୋଷାକ, କିଡ୍ସ ୱେୟାର ଏବଂ ଫ୍ୟାସନ ଆକ୍ସେସରିଜ୍‌କୁ ଆନନ୍ଦଦାୟକ ମୂଲ୍ୟରେ କିଣିବାର ଏକ ଅନନ୍ୟ ଏବଂ ଉତ୍କୃଷ୍ଟ ଅନୁଭୂତି ପାଇପାରିବେ ।

Raja Bazar Reliance Retails Reliance Trends ଟ୍ରେଣ୍ଡ୍‌ସ ରିଲାଏନ୍ସ ରିଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ, ଜାଣନ୍ତୁ କାରଣ

June 8, 2026

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି: ଇଣ୍ଡିଆ ବ୍ଲକ ବୈଠକରେ ୫ଟି ପ୍ରସଙ୍ଗରେ ହେଲା ସହମତି

June 8, 2026

ମମତା ବାନାର୍ଜୀଙ୍କୁ ଝଟକା!: ଭୂପେନ୍ଦ୍ର ଯାଦବଙ୍କ ସହ ଗୁପ୍ତ ବୈଠକ କଲେ ଟିଏମସି ସାଂସଦ

June 8, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅଭ୍ୟାସ ମ୍ୟାଚ

June 8, 2026
Latest News

Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

June 8, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ, ଜାଣନ୍ତୁ କାରଣ

June 8, 2026

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି: ଇଣ୍ଡିଆ ବ୍ଲକ ବୈଠକରେ ୫ଟି ପ୍ରସଙ୍ଗରେ ହେଲା ସହମତି

June 8, 2026

ମମତା ବାନାର୍ଜୀଙ୍କ ପାଇଁ ବଡ଼ ଝଟକା: ୨୦ ଟିଏମସି ସାଂସଦ ଏନଡିଏ ରେ ସାମିଲ

June 8, 2026

ମମତା ବାନାର୍ଜୀଙ୍କୁ ଝଟକା!: ଭୂପେନ୍ଦ୍ର ଯାଦବଙ୍କ ସହ ଗୁପ୍ତ ବୈଠକ କଲେ ଟିଏମସି ସାଂସଦ

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.