ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ଉତ୍ତେଜନା ମଧ୍ୟରେ ଇରାନ ସମର୍ଥିତ ଇରାକୀ ମିଲିସିଆ ଗୋଷ୍ଠୀ ‘ଇସଲାମିକ୍ ରେସିଷ୍ଟେନ୍ସ ଇନ ଇରାକ’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କରିଛି। ଆଜି ଇରାନ ସମର୍ଥିତ ଗୋଷ୍ଠୀ ଟ୍ରମ୍ପଙ୍କ ହତ୍ୟା ପାଇଁ ୧୦ ମିଲିୟନ ଡଲାର (ପ୍ରାୟ ୮୫ କୋଟି) ପୁରସ୍କାର ଘୋଷଣା କରିଛି।


