Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
ଆଜିର ଖବର

ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

September 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଗୋପାଳପୁର ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ାଉ କରି ପୋଲିସ ୧୭୬ଟି ପ୍ୟାକେଟ୍‌ରେ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗୋପାଳପୁର ଅଞ୍ଚଳର ଏକ ଭଡ଼ା ଘରେ ବେଆଇନ ଭାବେ ବହୁ ପରିମାଣର ଗଞ୍ଜେଇ ମହଜୁଦ୍‌ ରଖାଯାଇ ବ୍ୟବସାୟ ଚାଲିଥିବା ନେଇ ପେଣ୍ଠକଟା ମେରାଇନ ଥାନା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସମ୍ପୃକ୍ତ ସ୍ଥାନରେ ହଠାତ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘର ଭିତରୁ ୧୭୬ଟି ପ୍ୟାକେଟ୍‌ରେ ରଖାଯାଇଥିବା ମୋଟ୍‌ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ଗଞ୍ଜେଇ କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଓ ପଚରାଉଚରା ଜାରି ରଖିଛି।

୨ ଅଭିଯୁକ୍ତ ଗିରଫ ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026

ସେମିଫାଇନାଲ ପୂର୍ବରୁ ପାକିସ୍ତାନ ସହିତ ମୁକାବିଲା କରିବ ଭାରତୀୟ ମହିଳା ଦଳ: ଜାଣନ୍ତୁ କେବେ?

September 4, 2026
Latest News

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026

ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

September 4, 2026

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026

FCRA ବିଲ୍ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି!: ବିରୋଧୀ ନେତାମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.